ETV Bharat / state

ମାଆଙ୍କୁ ବିଦାୟ ଦେଲା ରେଶମ ସହର

author img

By

Published : Oct 10, 2019, 5:08 AM IST

ଗତ ନଅଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଥିବା ମାଆ ଜଗତଜନନୀଙ୍କୁ ଶେଷରେ ରେଶମ ସହର ବ୍ରହ୍ମପୁରରେ ମାଆଙ୍କୁ ଦିଆଯାଇଛି ବିଦାୟ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଗତ ନଅ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଥିବା ମାଆ ଜଗତଜନନୀଙ୍କୁ ଶେଷରେ ରେଶମ ସହର ବ୍ରହ୍ମପୁରରେ ମାଆଙ୍କୁ ଦିଆଯାଇଛି ବିଦାୟ । ସହରର ବିଭିନ୍ନ ପୂଜାମଣ୍ଡପରୁ ବିଭିନ୍ନ ପଟୁଆରରେ ମାଆଙ୍କୁ ବିସର୍ଜନ ପାଇଁ ନିର୍ମିତ ପୋଖରୀରେ ନିଆଯିବା ପରେ ସେଠାରେ ବିଦାୟ ଦିଆଯାଇଛି ।

ତେବେ କିଭଳି ଚାଲିଥିଲା ବ୍ରହ୍ମପୁରରେ ଭଷାଣି କାର୍ଯ୍ୟକ୍ରମ ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ...

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର
Intro:ଗତ ନଅ ଦିନ ଧରି ବିଭିନ୍ନ ପୁଜା ମଣ୍ଡପରେ ରହିଆସିଥିବା ମାଆ ଜଗତଜନନୀ ଙ୍କୁ ଶେଷରେ
ରେଶମ ସହର ବ୍ରହ୍ମପୁରରେ ମାଆଙ୍କୁ ଦିଆଯାଇଛି ବିଦାୟ । ସହରର ବିଭିନ୍ନ ପୁଜାମଣ୍ଡପରୁ ବିଭିନ୍ନ ପଟୁଆରରେ ମାଆଙ୍କୁ ବିସର୍ଜନ ପାଇଁ ନିର୍ମିତ ପୋଖରୀରେ ନିଆଯିବା ପରେ ସେଠାରେ ବିଦାୟ ଦିଆଯାଇଛି। କିଭଳି ଚାଲିଛି ବ୍ରହ୍ମପୁର ରେ ଭସାଣୀ କାର୍ଯ୍ୟକ୍ରମ ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା... Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ... Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.