ETV Bharat / state

ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ମୃଦଙ୍ଗ ଓ ଗିନି ବଜାଇ ପ୍ରତିବାଦ

author img

By

Published : Jul 7, 2021, 10:34 PM IST

ଢେଙ୍କାନାଳ ସଦର ବ୍ଲକ ସମ୍ମୁଖରେ ବାଜିଲା ମୃଦଙ୍ଗ ଓ ଗିନି । ସଂକୀର୍ତ୍ତନ ମାଧ୍ୟମରେ କଂଗ୍ରେସ କର୍ମୀମାନେ କଲେ ଅଭିନବ ପ୍ରତିବାଦ । ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସଦର ବ୍ଲକ ସମ୍ମୁଖରେ ଏପରି ଅଭିନବ ପ୍ରତିବାଦ କରିଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ମୃଦଙ୍ଗ ଓ ଗିନୀ ବଜାଇ ପ୍ରତିବାଦ
ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ମୃଦଙ୍ଗ ଓ ଗିନୀ ବଜାଇ ପ୍ରତିବାଦ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ସମ୍ମୁଖରେ ବାଜିଲା ମୃଦଙ୍ଗ ଓ ଗିନି । ସଂକୀର୍ତ୍ତନ ମାଧ୍ୟମରେ କଂଗ୍ରେସ କର୍ମୀମାନେ କଲେ ଅଭିନବ ପ୍ରତିବାଦ । ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସଦର ବ୍ଲକ ସମ୍ମୁଖରେ ଏପରି ଅଭିନବ ପ୍ରତିବାଦ କରିଥିବା ଦେଖାଯାଇଛି ।

ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ମୃଦଙ୍ଗ ଓ ଗିନୀ ବଜାଇ ପ୍ରତିବାଦ

ପେଟ୍ରୋଲିୟମ ଓ କୃଷିଜାତ ଦ୍ରବ୍ୟର ଅହେତୁକ ଦର ବୃଦ୍ଧିର ପ୍ରତିବାଦ କରି ଢେଙ୍କାନାଳରେ କଂଗ୍ରେସ କର୍ମୀମାନେ ଏପରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଏପରିକି ପେଟ୍ରୋଲିୟମ, କୃଷିଜାତ ଦ୍ରବ୍ୟ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ମୂଲ୍ୟ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି କଂଗ୍ରେସ କର୍ମୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.