ETV Bharat / state

ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

author img

By

Published : Mar 20, 2020, 7:01 PM IST

କଟକ ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଏକ ରେନଲ୍ଟ ଡଷ୍ଟର୍ ଗାଡିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ । ଅଧିକ ପଢନ୍ତୁ...

Millions of dollars worth of cannabis seized, one arrested
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କଟକ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ । କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଏକ ରେନଲ୍ଟ ଡଷ୍ଟର୍ ଗାଡିରୁ ଏହି ଗଞ୍ଜେଇ ଜବତ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଗାଡି ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ ହେବ ।

ପୂର୍ବ ସୂଚନାନୁସାରେ ଏକ ରେନଲ୍ଟ ଡଷ୍ଟର୍ ଗାଡିକୁ ପିଛା କରିବା ପରେ ଗାଡି ଉପରେ ଚଢ଼ାଉ କରିଥିଲା ଅବକାରୀ ଅଧିକାରୀ । ଏହି ସମୟରେ ଗାଡି ମଧ୍ୟରୁ ୧୧୦ କେଜି ଗଞ୍ଜେଇ ଜବତ ହୋଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.