ETV Bharat / state

କଟକ ସିରିଜ ଦୁର୍ଘଟଣା ଘଟଣା, ଗିରଫ ହେଲା ଡ୍ରାଇଭର

author img

By

Published : Dec 16, 2020, 10:15 AM IST

କଟକରେ ସିରିଜ ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇଥିବା ୬ଟି ମୋଟର ସାଇକେଲକୁ ପଛ ପଟୁ ଧକ୍କା ଦେଲା କାର । ଫଳରେ ୪ ବାଇକ ଆରୋହୀ ଆହତ । ଅଧିକ ପଢନ୍ତୁ...

କଟକରେ ସିରିଜ ଦୁର୍ଘଟଣା, ଗିରଫ ହେଲା ଡ୍ରାଇଭର
କଟକରେ ସିରିଜ ଦୁର୍ଘଟଣା, ଗିରଫ ହେଲା ଡ୍ରାଇଭର

କଟକ: ଅରୁଣଦେଓ ମାର୍କେଟ ନିକଟରେ ସିରିଜ ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇଥିବା ୬ଟି ମୋଟର ସାଇକେଲକୁ ପଛ ପଟୁ ଧକ୍କା ଦେଲା ଏକ ଦୃତଗାମୀ କାର । ଫଳରେ ୪ ଜଣ ବାଇକ ଆରୋହୀ ଏଥିରେ ଆହତ ହୋଇଛନ୍ତି । ଏନେଇ ନିଶାଶକ୍ତ କାର ଡ୍ରାଇଭରକୁ ଗିରଫ କରିଛି ପୋଲିସ ।

କଟକରେ ସିରିଜ ଦୁର୍ଘଟଣା, ଗିରଫ ହେଲା ଡ୍ରାଇଭର

ସୂଚନାମୁତାବକ, SCB ମେଡ଼ିକାଲରୁ ରୋଗୀଙ୍କୁ ନେଇ ଯାଜପୁର ଯାଉଥିବା ବେଳେ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.