ETV Bharat / state

ବ୍ୟବସାୟୀଙ୍କ ଘରେ ଚଢାଉ, ନଗଦ ଟଙ୍କା ଓ ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ଜବତ

author img

By

Published : Sep 12, 2020, 7:19 AM IST

ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଚଢାଉ । ଜିଏଷ୍ଟି ଓ କମରସିଆଲ ଟ୍ୟାକ୍ସ ବିଭାଗ ପକ୍ଷରୁ କରାଯାଇଛି ରେଡ୍‌ । ଜବତ ହେଲା ନଗଦ ଟଙ୍କା ଓ ଗୁରୁତ୍ବପୁର୍ଣ୍ଣ କାଗଜପତ୍ର । ଅଧିକ ପଢନ୍ତୁ....

Raid in a businessman home in bargarh
ବ୍ୟବସାୟୀଙ୍କ ଘରେ ଚଢାଉ , ନଗଦ ଟଙ୍କା ଓ ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ଜବତ

ବରଗଡ: ଟିକସ ଫାଙ୍କୁ ଥିବା ଲୋକଙ୍କ ଉପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ବରଗଡରେ ଥିବା ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଓ ଗୋଦାମ ଗୃହରେ ଚଢାଉ କରାଯାଇଛି । ପ୍ରତିଷ୍ଠିତ ବ୍ୟାବସାୟୀ ଦୁର୍ଗା ପ୍ରସାଦ କେଡ଼ିଆଙ୍କ ଘରେ ଜିଏସଷ୍ଟି ଓ କମରସିଆଲ ଟ୍ୟାକ୍ସ ବିଭାଗ ରେଡ କରିଛି । 2 ଗୋଟି ଟିମ ଚଢାଉ କରି ବିଭିନ୍ନ କାଗଜପତ୍ର ଜବତ ହୋଇଛି ।

ବ୍ୟବସାୟୀଙ୍କ ଘରେ ଚଢାଉ , ନଗଦ ଟଙ୍କା ଓ ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ଜବତ

ତେବେ ସମସ୍ତ ଗୋଦାମ ଗୁଡିକରେ ପୋଲିସ ଜଗି ରହିଥିବା ବେଳେ ପ୍ରଥମେ ଗଣପତି ବିଲ୍ଲା ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା । ବ୍ୟାପାରୀଙ୍କ ଘରୁ ନଗଦ ଟଙ୍କା ଜବତ କରାଯାଇଥିବା ଜଣାପଡିଛି ।

ବରଗଡରୁ ରାଜେସ ସରାପ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.