ଗାଁକୁ ନାହିଁ ରାସ୍ତା, କାନ୍ଧରେ ବୁହାହେଲା ମୃତଦେହ
ଜଳେଶ୍ବର ମ୍ୟୁନିସିପାଲିଟି 16ନଂ ଓ୍ଵାର୍ଡ ଅନ୍ତର୍ଗତ ମଣିପାଟଣା ଗ୍ରାମକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହକୁ କାନ୍ଧରେ ବୋହି ଗାଁକୁ ନେଉଥିବା ଦେଖିବାକୁ ମିଳିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ବାଲେଶ୍ବର: ଜଳେଶ୍ବର ଅଞ୍ଚଳରେ ଗାଁକୁ ରାସ୍ତା ନଥିବାରୁ ମୃତ ଦେହକୁ କାନ୍ଧରେ ବୋହି ନିଆଯାଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୂଚନାଯୋଗ୍ୟ, ଜଳେଶ୍ବର ମ୍ୟୁନିସିପାଲିଟି 16ନଂ ଓ୍ଵାର୍ଡ ଅନ୍ତର୍ଗତ ମଣିପାଟଣା ଗ୍ରାମର ସତ୍ୟବ୍ରତ ଜେନାଙ୍କ ଦୁଇ ଦିନ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ଆମ୍ବୁଲାନ୍ସ ଦ୍ବାରା ଗାଁକୁ ନିଆଯାଇଥିଲା। ମାତ୍ର ଅଲାଲପୁର ଗାଁର ପଦ୍ମ ପୋଖରୀ ଠାରୁ ଆଗକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ରାସ୍ତାରେ ହିଁ ଅଟକିଥିଲା। ଏହାପରେ ମୃତ ସତ୍ୟବ୍ରତଙ୍କ ସମ୍ପର୍କୀୟମାନେ କାନ୍ଧରେ ମୃତ ଦେହକୁ ବୋହି ନେଉଥିବା ଦେଖିବାକୁ ମିଳିଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Intro:Body:ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଗାଁକୁ ରାସ୍ତା ନଥିବାରୁ ଶବ କାନ୍ଧରେ ବୁହା ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଜଳେଶ୍ବର ମୁନସିପାଲଟିର 16ନଂ ଓ୍ଵାର୍ଡ ମଣିପାଟଣା ଗ୍ରାମର ସତ୍ୟବ୍ରତ ଜେନାଙ୍କ ଦୁଇ ଦିନ ତଳେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଅମ୍ଭୁଲାନ୍ସ ଦ୍ୱାରା ଗାଁକୁ ନିଆଯାଇଥିଲା। ମାତ୍ର ଅଲାଲପୂର ଗାଁର ପଦ୍ମ ପୋଖରୀ ଠାରୁ ଆଗକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ରାସ୍ତାରେ ହିଁ ଅଟକିଥିଲା। ଏହାକୁ ନେଇ ସତ୍ୟବ୍ରତଙ୍କ ସମ୍ପର୍କୀୟମାନେ କାନ୍ଧରେ ଶବ ବୋହି ନେଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଗ୍ରାମର ଲୋକଙ୍କ ଭିତରେ ପ୍ରଶାସନ ପ୍ରତି କଠୋର ଆଙ୍ଗୁଳି ନିର୍ଦ୍ଦେଶ ହୋଇଛି। Conclusion: