ETV Bharat / sports

Asia Cup 2022: ୧ ୱିକେଟରେ ଜିତିଲା ପାକିସ୍ତାନ, ଭାରତର ଫାଇନାଲ ଯିବା ଆଶା ଧୂଳିସାତ୍‌

author img

By

Published : Sep 7, 2022, 11:09 PM IST

Updated : Sep 8, 2022, 7:00 AM IST

ଆଫଗାନିସ୍ତାନକୁ ୧ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ଫଳର ଚଳିତ ଏସିଆ କପ୍‌ରେ ଭାରତ ଫାଇନାଲ ଯିବା ଆଶା ଆଶାରେ ରହିଗଲା । ଅଧିକ ପଢନ୍ତୁ

asia cup 2022, ୧ ୱିକେଟ ଜିତିଲା ପାକିସ୍ତାନ
asia cup 2022, ୧ ୱିକେଟ ଜିତିଲା ପାକିସ୍ତାନ

ହାଇଦ୍ରାବାଦ: ଏସିଆ କପ୍‌ର ସୁପର ୪ ରାଉଣ୍ଡରେ ଆଜି ଦେଖିବାକୁ ମିଳିଛି ଆଫଗାନିସ୍ତାନ ବନାମ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା । ଆଫଗାନିସ୍ତାନକୁ ୧ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ଟସ ହାରି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୨୯ ରନ କରିଥିଲା । ଏହାର ଜବାବରେ ପାକିସ୍ତାନ ୧୯.୨ ଓଭରରେ ୯ ୱିକେଟ ହରାଇ ୧୩୧ ରନ କରିଛି । ସେପଟେ ପାକିସ୍ତାନ ସୁପର ୪ ରାଉଣ୍ଡରେ ମ୍ୟାଚ ଜିତିବା ପରେ ଭାରତର ଏସିଆ କପ ଫାଇନାଲ ମ୍ୟାଚ ଖେଳିବା ଆଶା ଶେଷ ହୋଇଛି ।

Last Updated : Sep 8, 2022, 7:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.