ETV Bharat / sports

ICC Women World Cup: ଆଜି ଭାରତ-ୱେଷ୍ଟଇଣ୍ଡିଜ ମୁକାବିଲା, ଟସ ଜିତିଲେ ମିତାଲି

author img

By

Published : Mar 12, 2022, 7:34 AM IST

ଆଜି ଆଇସିସି ମହିଳା ବିଶ୍ବକପରେ ଭାରତ ଓ୍ବେଷ୍ଟ ଇଣ୍ଡିଜ ମୁକାବିଲା । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ । ଅଧିକ ପଢନ୍ତୁ

ICC Women's World Cup: ଆଜି ଭାରତ ଓ୍ବେଷ୍ଟଇଣ୍ଡିଜ ମୁକାବିଲା, ଟସ ଯିତିଲେ ମିତାଲି
ICC Women's World Cup: ଆଜି ଭାରତ ଓ୍ବେଷ୍ଟଇଣ୍ଡିଜ ମୁକାବିଲା, ଟସ ଯିତିଲେ ମିତାଲି

ହାମିଲଟନ: ଆଜି ଆଇସିସି ମହିଳା ବିଶ୍ବକପରେ ଭାରତ ୱେଷ୍ଟ ଇଣ୍ଡିଜ ମୁକାବିଲା । ହାମିଲଟନରେ ଆରମ୍ଭ ହୋଇଯାଇଛି ଏହି ମ୍ୟାଚ। ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ମହିଳା ବିଶ୍ବକପରେ ଭାରତର ଏହା ତୃତୀୟ ଲିଗ ମ୍ୟାଚ । ଏହା ପୂର୍ବରୁ ୨ଟି ମ୍ୟାଚରେ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚର ପରାଜୟ ହୋଇଥିଲା । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୧୦୭ ରନରେ ପରାଜୟ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ପରାସ୍ତ ହୋଇଥିଲା । ତେବେ ବିଜୟୀ ହେବା ଆଶାରେ ଆଜି ପଡିଆକୁ ଓହ୍ଲାଇଛି ଭାରତୀୟ ମହିଳା ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.