ETV Bharat / sports

3ୟ ଟି-20: ପ୍ରଥମେ ବ୍ୟାଟିଂ କରିବ ଭାରତ

author img

By

Published : Sep 22, 2019, 6:56 PM IST

3ୟ ତଥା ଅନ୍ତିମ ଟି-20 ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି ବିରାଟ କୋହଲି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବେଙ୍ଗାଲୁରୁ: ଘରୋଇ ଟି-20 ସିରିଜର 3ୟ ତଥା ଅନ୍ତିମ ଟି-20 ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି ବିରାଟ କୋହଲି । ୱିକେଟ ଭଲ ରହିଥିବାରୁ ପ୍ରଥମେ ବ୍ୟାଟିଂ କରିବାକୁ ସ୍ଥିର କରିଥିବା କହିଛନ୍ତି ଅଧିନାୟକ । ଏଥିସହ ଆଜି ଦଳରେ କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ଦେଇଛନ୍ତି ବିରାଟ ।

ତେବେ ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ଯାଇଥିଲା । 2ୟ ମ୍ୟାଚକୁ ଭାରତ 7ୱିକେଟରେ ଜିତିଥିବା ବେଳେ ଆଜି ମ୍ୟାଚ ଜିତି ସିରଜ କବ୍‌ଜା କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ ।

  • ଭାରତୀୟ ଏକାଦଶ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଶ୍ରେୟସ୍ ଆୟର୍, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର୍, ନଭଦୀପ ସାଇନି ।
  • ଦକ୍ଷିଣ ଆଫ୍ରିକା ଏକାଦଶ: କ୍ବଣ୍ଟନ୍ ଡି' କକ୍ (କ୍ୟାପଟେନ୍), ରୀଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ୍ ଡର୍ ଡୁସେନ୍, ଡେଭିଡ୍ ମିଲର୍, ଆଣ୍ଡିଲେ ଫେଲୁକ୍ବାୟୋ, ଡ୍ବନ୍ ପ୍ରିଟୋରିୟସ, ଜର୍ନ ଫର୍ଟ୍ୟୁନ୍, କାଗିସୋ ରବାଡା, ବ୍ୟୁରାନ୍ ହେଣ୍ଡ୍ରିକ୍ସ, ତାବରେଜ୍ ଶାମସି ।
Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.