ETV Bharat / sports

ନିର୍ଣ୍ଣାୟକ ଟି20ରେ ପ୍ରଥମେ ବ୍ୟାଟିଂ କରିବ ଭାରତ

author img

By

Published : Mar 20, 2021, 6:35 PM IST

Updated : Mar 20, 2021, 7:02 PM IST

ନିର୍ଣ୍ଣାୟକ ଟି20ରେ ପ୍ରଥମେ ବ୍ୟାଟିଂ କରିବ ଭାରତ
ନିର୍ଣ୍ଣାୟକ ଟି20ରେ ପ୍ରଥମେ ବ୍ୟାଟିଂ କରିବ ଭାରତ

18:32 March 20

ନିର୍ଣ୍ଣାୟକ ଟି20ରେ ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ: ନିର୍ଣ୍ଣାୟକ ଟି20ରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ । ଭାରତୀୟ ଚୁଡାନ୍ତ ଏକାଦଶରୁ ବାଦ ପଡିଲେ ଖରାପ ଫର୍ମରେ ସଂଘର୍ଷ କରୁଥିବା ଓପନର ଲୋକେଶ ରାହୁଲ । ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବାକୁ ଟି.ନଟରାଜନଙ୍କୁ ସାମିଲ କରାଯାଇଛି ।  

5 ମ୍ୟାଚ ବିଶିଷ୍ଟ ଟି20 ସିରିଜ 2-1ରେ ବରାବର ରହିଛି । ଫଳରେ ଉଭୟ ଦଳ ବିଜୟ ସହ ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛନ୍ତି । 

ଚୁଡାନ୍ତ ଏକାଦଶ:

ଭାରତ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା(ଭାଇସ-କ୍ୟାପଟେନ), ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରାହୁଲ ଚହର, ଭୁବନେଶ୍ବର କୁମାର, ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଟି.ନଟରାଜନ।

ଇଂଲଣ୍ଡ: ଇଆନ ମୋର୍ଗାନ(କ୍ୟାପଟେନ), ଜସ ବଟଲର, ଜେସନ ରୟ, ଡେୱିଡ ମଲାନ, ବେନ ଷ୍ଟୋକ୍ସ, ଆଦିଲ ରସିଦ, କ୍ରିସ ଜୋର୍ଡାନ, ମାର୍କ ଉଡ, ସାମ କରନ, ଜନ୍ନି ବେୟାରଷ୍ଟୋ, ଜୋଫ୍ରା ଆର୍ଚର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2021, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.