ETV Bharat / sitara

ସୁସ୍ମିତାଙ୍କୁ ବିବାହ ପାଇଁ Propose କଲେ ଫ୍ୟାନ, ଏମିତି react କଲେ ବୟଫ୍ରେଣ୍ଡ

author img

By

Published : Jun 27, 2021, 9:23 PM IST

ସୁସ୍ମିତାଙ୍କୁ ବିବାହ ପାଇଁ ଜଣେ ପ୍ରଶଂସକ ପ୍ରପୋଜ କରିବା ପରେ ବୟଫ୍ରେଣ୍ଡ ରୋହମାନ ଏମିତି ପ୍ରତିକ୍ରିୟା କରିଛନ୍ତି । ଅଧିକ ପଢନ୍ତୁ...

ସୁସ୍ମିତାଙ୍କୁ ବିବାହ ପାଇଁ Propose କଲେ ଫ୍ୟାନ, ଏମିତି react କଲେ ବୟଫ୍ରେଣ୍ଡ
ସୁସ୍ମିତାଙ୍କୁ ବିବାହ ପାଇଁ Propose କଲେ ଫ୍ୟାନ, ଏମିତି react କଲେ ବୟଫ୍ରେଣ୍ଡ

ହାଇଦ୍ରାବାଦ: ପୂର୍ବତନ ବିଶ୍ବ ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଇନଷ୍ଟାଗ୍ରାମରେ ନିଜ ଲାଇଭ ଆସିବାକୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ହଠାତ ଲାଇଭ ଆସି ସେ ନିଜ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାନ୍ତି । କିନ୍ତୁ ଗତ ଶୁକ୍ରବାର ତାଙ୍କ ଲାଇଭରେ ଜଣେ ପ୍ରଶଂସକ ବିବାହ ପ୍ରସ୍ତାବ ଦେଇ ସୁସ୍ମିତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଇନଷ୍ଟାଗ୍ରାମରେ ସୁସ୍ମିତାଙ୍କ 5 ମିଲିୟନ ବା 50 ଲକ୍ଷ ଫଲୋୟର୍ସ ରହିଛନ୍ତି । ସେ ଶୁକ୍ରବାର ନିଜ ଇନଷ୍ଟାଗ୍ରାମ ଫ୍ୟାମିଲି ସହିତ ଲାଇଭ ଚାଟ୍‌ କରିବା ସମୟରେ ଫିଲ୍ମ Aarya 2ର ଅପଡେଟ ଦେଇଥିଲେ । ଏଥିରେ ସୁମଧୁର ମ୍ୟୁଜିକ ରହିଛି ବୋଲି ସେ ଫ୍ୟାନ୍ସଙ୍କୁ କହିଥିଲେ । ଏହି ସମୟରେ ହଠାତ ଜଣେ ପ୍ରଶଂସକ ତାଙ୍କୁ ବିବାହ ପାଇଁ ପଚାରିଥିଲେ । ସଙ୍ଗେ ସଙ୍ଗେ ସୁସ୍ମିତାଙ୍କ ବୟଫ୍ରେଣ୍ଡ ରୋହମାନ ମନା କରିଥିଲେ ।

ରୋହମାନଙ୍କୁ ଜଣେ ପ୍ରଶଂସକ 'ଲଭ ୟୁ ରୋହମାନ' କହିଥିଲେ । ରୋହମାନଙ୍କୁ ନେଇ ମଧ୍ୟ ସୁସ୍ମିତା ପୋଜେସିଭ କିଛି ସମୟରେ ଦେଖା ହେବ ବୋଲି ମଜାଳିଆ ଅନ୍ଦାଜରେ କହିଥିଲେ । Aarya 2 ପ୍ରଶଂସକ ଭଲ ପାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.