ETV Bharat / science-and-technology

ଗୁଗୁଲ୍ କ୍ରୋମ୍ ବ୍ୟବହାର କରି କ୍ରିଏଟ କରନ୍ତୁ PDF

author img

By

Published : Aug 4, 2020, 10:48 PM IST

Updated : Feb 16, 2021, 7:31 PM IST

ଗୁଗୁଲ ଏବଂ ଆଡୋବର ସହଯୋଗ ଯୋଗୁଁ ଆପଣମାନେ ବର୍ତ୍ତମାନ ସହଜରେ ଯେକୌଣସି ମାଇକ୍ରୋସଫ୍ଟ ଅଫିସ୍ କିମ୍ବା ଇମେଜ୍ ଫାଇଲରୁ ମାଗଣାରେ ଆଡୋବ ଆକ୍ରୋବାଟ୍ ପିଡିଏଫ୍ ଫାଇଲ କ୍ରିଏଟ କରିପାରିବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗୁଗୁଲ୍ କ୍ରୋମ୍ ବ୍ୟବହାର କରି କ୍ରିଏଟ କରନ୍ତୁ PDF
ଗୁଗୁଲ୍ କ୍ରୋମ୍ ବ୍ୟବହାର କରି କ୍ରିଏଟ କରନ୍ତୁ PDF

ନୂଆଦିଲ୍ଲୀ: ଗୁଗୁଲ ଏବଂ ଆଡୋବର ସହଯୋଗ ଯୋଗୁଁ ଆପଣମାନେ ବର୍ତ୍ତମାନ ସହଜରେ ଯେକୌଣସି ମାଇକ୍ରୋସଫ୍ଟ ଅଫିସ୍ କିମ୍ବା ଇମେଜ୍ ଫାଇଲରୁ ମାଗଣାରେ ଆଡୋବ ଆକ୍ରୋବାଟ୍ ପିଡିଏଫ୍ ଫାଇଲ କ୍ରିଏଟ କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଯେକୌଣସି ମାଇକ୍ରୋସଫ୍ଟ ଅଫିସ କିମ୍ବା ଫଟୋକୁ ଯାଇ ପିଡିଏଫ (PDF) ଟାଇପ କରିବାକୁ ପଡିବ । କ୍ରୋମ ଡେଭଲପର୍ସଙ୍କ ଟ୍ବିଟ୍ ଅନୁଯାୟୀ ଗୁଗୁଲ୍ କ୍ରୋମର PDF ଫାଇଲ କ୍ରିଏଟ କରିବା ଆହୁରି ସହଜ ଏବଂ ସରଳ କରିଦିଆଯାଇଛି ।

  • 📢📢We're making PDF exports from Chrome even more accessible! Starting in Chrome 85, you'll automatically get a tagged PDF when you print a web page and choose the "Save as PDF" destination. See -> https://t.co/HETt5yrlVo

    — Chrome Developers (@ChromiumDev) July 29, 2020 " class="align-text-top noRightClick twitterSection" data=" ">

ଯେତେବେଳେ ଆପଣ ଏକ ୱେବ୍ ପେଜ୍ ପ୍ରିଣ୍ଟ୍ କରିବେ ସେହି ସମୟରେ ଆପଣଙ୍କ କ୍ରୋମ ଆପେ ଆପେ ଟ୍ୟାଗ ପିଡିଏଫ ଜେନେରେଟ ହେବ । ତାପରେ “ସେଭ୍ ଆଜ୍ PDF ” ଅପସନ ଆସିଲା ପରେ ଏହାକୁ ଆପଣ ଚୟନ କରିବେ । ଏହାପରେ ସେ ନିଜ ଡେଷ୍ଟିନେସନକୁ ଯାଇ PDF ଫାଇଲ ଆକାରରେ ସେଭ୍ ହୋଇଯିବ ।

ଗୁଗୁଲ୍ କ୍ରୋମ୍ ବ୍ୟବହାର କରି କ୍ରିଏଟ କରନ୍ତୁ PDF
ଗୁଗୁଲ୍ କ୍ରୋମ୍ ବ୍ୟବହାର କରି କ୍ରିଏଟ କରନ୍ତୁ PDF
ଗୁଗୁଲ୍ କ୍ରୋମ୍ ବ୍ୟବହାର କରି କ୍ରିଏଟ କରନ୍ତୁ PDF
ଗୁଗୁଲ୍ କ୍ରୋମ୍ ବ୍ୟବହାର କରି କ୍ରିଏଟ କରନ୍ତୁ PDF

ନୂତନ ସର୍ଟକଟ୍ ସହିତ, ଆଡୋବ୍ ଚଳିତ ବର୍ଷ ଏକ ମାଗଣା PDF କାର୍ଯ୍ୟ ଆରମ୍ଭ କରୁଛି । ସମସ୍ତଙ୍କୁ 2020 ରେ 20 ଟି ମାଗଣା, ସୁପର ସିମ୍ପୁଲ୍ ଆକ୍ରୋବାଟ୍ ଅନଲାଇନ୍ ଟୁଲ୍ ଉପଲବ୍ଧ କରାଉଛି ।

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.