ETV Bharat / city

Vegetable Price Today: ଜାଣନ୍ତୁ ଆଜିର ପନିପରିବା ଦର

author img

By

Published : Jun 5, 2022, 7:16 AM IST

Updated : Jun 5, 2022, 11:20 AM IST

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ତେବେ ଆସନ୍ତୁ ଜାଣିବା ଆଜି ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ?

Vegetable Price Today: ଜାଣନ୍ତୁ ଆଜିର ପନିପରିବା ଦର
Vegetable Price Today: ଜାଣନ୍ତୁ ଆଜିର ପନିପରିବା ଦର

ଭୁବନେଶ୍ବର: ଆକାଶଛୁଆଁ ହୋଇଛି ପରିବା ଦର । ସାଧାରଣତଃ ଗ୍ରୀଷ୍ମଋତୁରେ ସୂର୍ଯ୍ୟଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଭଳି ବଢ଼ିଥାଏ ଏବଂ ବର୍ଷାଦିନ ଆସିଲେ ଖସିଥାଏ । ହେଲେ ଚଳିତ ବର୍ଷ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପରେ ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି । ଫଳରେ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖାଉଟି । ଗତ କିଛି ମାସ ମଧ୍ୟରେ ଲେମ୍ବୁ, ଟମାଟୋ, ସଜନା ଛୁଇଁ, ପୋଟଳ ଆଦି ଅନେକ ପନିପରିବା ଦର ଆକାଶ ଛୁଇଁଲାଣି । ପ୍ରତିଦିନ ଓଡ଼ିଶା ବଜାରରେ ୫ଟଙ୍କା ୧୦ ଟଙ୍କା ଦର କମୁଥିବା ବେଳେ କିଛି ପନିପରିବାର ଦର ସମାନ ଟଙ୍କା ବୃଦ୍ଧି ପାଉଛି । ସଜନା ଛୁଇଁ କେଜି ୧୨୦ ଟଙ୍କା ରହିଥିବା ବେଳେ ପୋଟଳ ଦର ସେଞ୍ଚୁରୀ ମାରିଛି । ତେବେ ଆଜି ଆସନ୍ତୁ ଜାଣିବା ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ପନିପରିବାର ଦର କେତେ ରହିଛି ?

ଓଡିଶା ପ୍ରମୁଖ ସହରରେ ପନିପରିବା ଦାମ
ଓଡିଶା ପ୍ରମୁଖ ସହରରେ ପନିପରିବା ଦାମ
କଟକରେ ଆଜିର ପରିବା ଦର
କଟକରେ ଆଜିର ପରିବା ଦର
Last Updated : Jun 5, 2022, 11:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.