ETV Bharat / city

ରାଜଧାନୀରେ ସିରିଜ ଦୁର୍ଘଟଣା, ଏସୟୁଭି କାରର ଡେଡଲି ଧକ୍କା

author img

By

Published : Apr 21, 2021, 7:31 PM IST

ଆସିଲା ରକେଟ ବେଗରେ ଧକ୍କା ଦେଲା ବିଜୁଳି ମାର୍କାରେ। ରାଜଧାନୀରେ ଏମିତି ଧକ୍କା ଦେଇଛି ଏକ ଏସୟୁଭି କାର। ଯାହାକୁ ନେଇ କସମୋପଲିସ ଛକରେ ଘଟିଛି ସିରିଜ ଦୁର୍ଘଟଣା । ଅଧିକ ପଢନ୍ତୁ...

ରାଜଧାନୀରେ ସିରିଜ ଦୁର୍ଘଟଣା
ରାଜଧାନୀରେ ସିରିଜ ଦୁର୍ଘଟଣା

ଭୁବନେଶ୍ବର: ଆସିଲା ରକେଟ ବେଗରେ ଧକ୍କା ଦେଲା ବିଜୁଳି ମାର୍କାରେ। ରାଜଧାନୀରେ ଏମିତି ଧକ୍କା ଦେଇଛି ଏକ ଏସୟୁଭି କାର। ଯାହାକୁ ନେଇ କସମୋପଲିସ ଛକରେ ଘଟିଛି ସିରିଜ ଦୁର୍ଘଟଣା।

ଖଣ୍ଡଗିରି ପଟୁ ଦ୍ରୁତଗତିରେ ଆସି କସମୋପଲିସ ଛକରେ ଟ୍ରାଫିକ ଅଟକାଇଥିବା ବେଳେ ଦୁଇଟି ଗାଡିକୁ ଧକ୍କା ଦେଇଛି ଏହି କାର। ଫଳରେ ଦୁଇଟି ଗାଡିର କିଛି ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଏସୟୁଭି କାରର ଡ୍ରାଇଭରକୁ ଅଟକ ରଖାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.