ETV Bharat / city

Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ?

author img

By

Published : Aug 7, 2022, 8:09 AM IST

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲା ମାନଙ୍କରେ କିଛିଟା ମାତ୍ରାରେ ତୈଳଦର କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ?
Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ?

ଆଜିର ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ବର102.9695.09
ଅନୁଗୋଳ104.6096.14
ବାଲେଶ୍ବର103.3794.95
କଟକ103.5495.10
ଗଞ୍ଜାମ104.6696.17
ପୁରୀ103.4494.99
ସମ୍ବଲପୁର104.3895.93
କେନ୍ଦ୍ରାପଡା103.1194.66
ବଲାଙ୍ଗୀର105.02 96.54
ମାଲକାନଗିରି108.92100.29
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.