ETV Bharat / city

Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ?

author img

By

Published : Jul 31, 2022, 7:53 AM IST

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲାମାନଙ୍କରେ ତୈଳଦର କିଛିଟା ମାତ୍ରାରେ କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଦେଖନ୍ତୁ କେଉଁଠି କେତେ ରହିଛି ତୈଳ ଦର ।

Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ?
Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ?

ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର102.9695.09
ଅନୁଗୋଳ104.6196.12
ବାଲେଶ୍ବର103.1894.76
କଟକ103.4995.04
ଗଞ୍ଜାମ104.6696.17
ପୁରୀ103.2694.83
ସମ୍ବଲପୁର103.6995.26
କେନ୍ଦ୍ରାପଡା102.9894.53
ବଲାଙ୍ଗୀର105.0296.54
ମାଲକାନଗିରି108.91100.29
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.