ETV Bharat / city

Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ?

author img

By

Published : Jul 14, 2022, 7:17 AM IST

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲାମାନଙ୍କରେ ତୈଳଦର କିଛିଟା ମାତ୍ରାରେ କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଦେଖନ୍ତୁ କେଉଁଠି କେତେ ରହିଛି ତୈଳ ଦର ।

Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ ଓ ଡିଜେଲ ଦର ?
Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ ଓ ଡିଜେଲ ଦର ?

ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର103.1994.76
ଅନୁଗୋଳ104.71 96.22
ବାଲେଶ୍ବର103.3894.96
କଟକ103.59 95.14
ଗଞ୍ଜାମ104.4595.97
ପୁରୀ103.294.83
ସମ୍ବଲପୁର103.6995.26
କେନ୍ଦ୍ରାପଡା103.2694.80
ବଲାଙ୍ଗୀର105.2896.79
ମାଲକାନଗିରି108.91 100.29
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.