ETV Bharat / city

Vegetable Price, କେଉଁଠି କେତେ ରହିଛି ଆଜି ପରିବା ଦର

author img

By

Published : Aug 12, 2022, 8:13 AM IST

Updated : Aug 12, 2022, 8:52 AM IST

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

ଆଜିର ପରିବା ଦର
ଆଜିର ପରିବା ଦର

ଭୁବନେଶ୍ବର: କିଛି ଦିନ ଧରି ପନିପରିବା ଦର ବୃଦ୍ଧି ଖଟିଖିଆଙ୍କ ଚିନ୍ତା ବଢାଇଛି । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରେ ଭର୍ତ୍ତି ହେଉନି ବ୍ୟାଗ୍ । କେଉଁ ପରିବା ନେବୁ କେଉଁଟା ନୁହେଁ । ଯାହା ଉପରେ ହାତ ମାରିବ ସବୁ 50 ଉପରେ । ରାଜ୍ୟର ପ୍ରମୁଖ ସହରରେ ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

କଟକରେ ଆଜିର ପରିବା ଦର
କଟକରେ ଆଜିର ପରିବା ଦର
ସମ୍ବଲପୁରରେ ପରିବା ଦର
ସମ୍ବଲପୁରରେ ପରିବା ଦର
ବ୍ରହ୍ମପୁରରେ ପରିବା ଦର
ବ୍ରହ୍ମପୁରରେ ପରିବା ଦର
Last Updated : Aug 12, 2022, 8:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.