ETV Bharat / city

Vegetable Price: ନଜର ପକାନ୍ତୁ କଣ ରହିଛି ଆଜିର ପରିବା ଦର

author img

By

Published : Jul 9, 2022, 7:36 AM IST

Updated : Jul 9, 2022, 9:46 AM IST

ଚଢା ପରିବା ଦର ପକେଟ ଖାଲି କରୁଛି ହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ତେବେ ଆସନ୍ତୁ ଜାଣିବା ରାଜ୍ୟର ପ୍ରମୁଖ ସହର ମାନଙ୍କରେ କଣ ରହିଛି ପରିବା ଦର ।

know vegetable price in odisha market today
Vegetable Price: ନଜର ପକାନ୍ତୁ କଣ ରହିଛି ଆଜିର ପରିବା ଦର

ଭୁବନେଶ୍ବର: ହାଣ୍ଡିଶାଳକୁ ମହଙ୍ଗା ମାଡ । ଆକାଶଛୁଆଁ ହୋଇଛି ପନିପରିବା ଦର । ସବୁ ପରିବା ଦର କିଲୋ ପିଛା 50 ପାର୍‌ କରିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ପକେଟ ଜାଳୁଛି ଦରଦାମ । ଆଗରୁ ଯେଉଁଠି 100 ଟଙ୍କାରେ ପୁରା ବ୍ୟାଗ ପୁରୁଥିଲା, ଏବେ ତାହା ପୁରିବା ମଧ୍ୟ କଷ୍ଟକର । ଉଚ୍ଚାଦର ପକେଟ ଖାଲି କରୁଛି ହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ତେବେ ଆସନ୍ତୁ ଜାଣିବା ରାଜ୍ୟର ପ୍ରମୁଖ ସହର ମାନଙ୍କରେ କଣ ରହିଛି ପରିବା ଦର ।

know vegetable price in odisha market today
Vegetable Price: ନଜର ପକାନ୍ତୁ କଣ ରହିଛି ଆଜିର ପରିବା ଦର
know vegetable price in odisha market today
Vegetable Price: ନଜର ପକାନ୍ତୁ କଣ ରହିଛି ଆଜିର ପରିବା ଦର
Last Updated : Jul 9, 2022, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.