ETV Bharat / city

Vegetable Price: ନଜର ପକାନ୍ତୁ କଣ ରହିଛି ଆଜିର ପରିବା ଦର

author img

By

Published : Jun 17, 2022, 7:33 AM IST

Updated : Jun 17, 2022, 10:43 AM IST

ହାଣ୍ଡିଶାଳରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରରେ ଭର୍ତ୍ତି ହେଉନି ବ୍ୟାଗ୍ । ତେବେ ଆସନ୍ତୁ ଜାଣିବା ଆଜି ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ।

ନଜର ପକାନ୍ତୁ କଣ ରହିଛି ଆଜିର ପନିପରିବା ଦର
ନଜର ପକାନ୍ତୁ କଣ ରହିଛି ଆଜିର ପନିପରିବା ଦର

ଭୁବନେଶ୍ବର: ପକେଟ୍ ଜାଳୁଛି ପରିବା ଦର । ଗତକିଛି ଦିନ ଧରି ପନିପରିବା ଦରରେ ଅହେତୁକ ବୃଦ୍ଧି ଗରିବଠୁ ମଧ୍ୟବିତ୍ତ ସମସ୍ତଙ୍କୁ ପ୍ରଭାବିତ କରୁଛି । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରରେ ଭର୍ତ୍ତି ହେଉନି ବ୍ୟାଗ୍ । ଦର ଦେଖି ଗ୍ରାହକ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ଗତ କିଛି ଦିନ ହେଲା ଲେମ୍ବୁ, ଟମାଟୋ, ସଜନା ଛୁଇଁ, ପୋଟଳ ଆଦି ଅନେକ ପନିପରିବା ଦର ଆକାଶ ଛୁଆଁ ରହିଛି । ବିଶେଷକରି ଅଧିକ ବ୍ୟବହୃତ ହେଉଥିବା ଟମାଟୋ ଗୃହିଣୀଙ୍କ ଚିନ୍ତା ବଢାଇଛି । ରାଜ୍ୟର ପ୍ରମୁଖ ସହରରେ ସବୁଠୁ ଅଧିକ ସଜନା ଛୁଇଁର ମୂଲ୍ୟ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

ନଜର ପକାନ୍ତୁ କଣ ରହିଛି ଆଜିର ପନିପରିବା ଦର
ନଜର ପକାନ୍ତୁ କଣ ରହିଛି ଆଜିର ପନିପରିବା ଦର
ନଜର ପକାନ୍ତୁ କଣ ରହିଛି ଆଜିର ପରିବା ଦର
ନଜର ପକାନ୍ତୁ କଣ ରହିଛି ଆଜିର ପରିବା ଦର
Last Updated : Jun 17, 2022, 10:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.