ETV Bharat / city

Vegetable Price Today: ଜାଣନ୍ତୁ ଆଜି କଣ ରହିଛି ପନିପରିବା ଦର

author img

By

Published : Jun 6, 2022, 7:05 AM IST

Updated : Jun 6, 2022, 11:26 AM IST

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ତେବେ ଆସନ୍ତୁ ଜାଣିବା ଆଜି ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ?

Vegetable Price Today: ଜାଣନ୍ତୁ ଆଜି କଣ ରହିଛି ପନିପରିବା ଦର
Vegetable Price Today: ଜାଣନ୍ତୁ ଆଜି କଣ ରହିଛି ପନିପରିବା ଦର

ଭୁବନେଶ୍ବର: କମିବାର ନାଁ ନେଉନି ପରିବା ଦର । ଗତକିଛି ଦିନ ଧରି ପନିପରିବା ଦରରେ ଅହେତୁକ ବୃଦ୍ଧି ଗରିବଠୁ ମଧ୍ୟବିତ୍ତ ସମସ୍ତଙ୍କୁ କରିଛି ଅସ୍ତବ୍ୟସ୍ତ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପରେ ପରିବା ଦରରେ ମଧ୍ୟ ବୃଦ୍ଧି ଘଟିଛି । ପରିବା ଦର ଏବେ ଗ୍ରାହକଙ୍କ ପକେଟ ଜାଳୁଛି । ପରିବା ଦର ଦେଖି ଗ୍ରାହକ ୧ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଛି । ସେପଟେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ରୋଷେଇ ଘର ଉପରେ ମହଙ୍ଗା ମାଡ଼ ହୋଇଛି । ରାଜ୍ୟର ପ୍ରମୁଖ ସହରରେ ସବୁଠୁ ଅଧିକ ସଜନା ଛୁଇଁର ମୂଲ୍ୟ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

ଜାଣନ୍ତୁ କେଉଁଠି କେତେ ପରିବା ଦର
ଜାଣନ୍ତୁ କେଉଁଠି କେତେ ପରିବା ଦର
କଟକ ବଜାରରେ ପରିବା ଦର
କଟକ ବଜାରରେ ପରିବା ଦର
Last Updated : Jun 6, 2022, 11:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.