ETV Bharat / city

Vegetable Price: କେଉଁ ସହରରେ କେତେ ରହିଛି ପରିବା ଦର ?

author img

By

Published : Jul 16, 2022, 7:58 AM IST

Updated : Jul 16, 2022, 9:40 AM IST

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

know the vegetables price in odisha market today
Vegetable Price: କେଉଁ ସହରରେ କେତେ ରହିଛି ପରିବା ଦର ?

ଭୁବନେଶ୍ବର: ଗତକିଛି ଦିନ ଧରି ପନିପରିବା ଦରରେ ଅହେତୁକ ବୃଦ୍ଧି ଖଟିଖିଆଙ୍କ ଚିନ୍ତାର କାରଣ ପାଲଟିଛି। ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରେ ଭର୍ତ୍ତି ହେଉନି ବ୍ୟାଗ୍ । କେଉଁ ପରିବା ନେବୁ କେଉଁଟା ନୁହେଁ। ଯାହା ଉପରେ ହାତ ମାରିବ ସବୁ 50 ଉପରେ। ବିଶେଷକରି ଅଧିକ ବ୍ୟବହୃତ ହେଉଥିବା ଟମାଟୋ ଗୃହିଣୀଙ୍କ ଚିନ୍ତା ବଢାଇଛି । ରାଜ୍ୟର ପ୍ରମୁଖ ସହରରେ ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

know the vegetables price in odisha market today
Vegetable Price: କେଉଁ ସହରରେ କେତେ ରହିଛି ପରିବା ଦର ?
know the vegetables price in odisha market today
Vegetable Price: କେଉଁ ସହରରେ କେତେ ରହିଛି ପରିବା ଦର ?
Last Updated : Jul 16, 2022, 9:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.