ETV Bharat / city

Vegetable Price: ଜାଣନ୍ତୁ ଆଜିର ପନିପରିବା ଦର

author img

By

Published : Jun 9, 2022, 7:14 AM IST

Updated : Jun 9, 2022, 10:03 AM IST

ଆକାଶଛୁଆଁ ହୋଇଛି ପରିବା ଦର । ଫଳରେ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖାଉଟି । ଗତ କିଛି ମାସ ମଧ୍ୟରେ ଲେମ୍ବୁ, ଟମାଟୋ, ସଜନା ଛୁଇଁ, ପୋଟଳ ଆଦି ଅନେକ ପନିପରିବା ଦର ଆକାଶ ଛୁଇଁଲାଣି । ଅଧିକ ପଢନ୍ତୁ

ଜାଣନ୍ତୁ ଆଜିର ପନିପରିବା ଦର
ଜାଣନ୍ତୁ ଆଜିର ପନିପରିବା ଦର

ଭୁବନେଶ୍ବର: ଆକାଶଛୁଆଁ ହୋଇଛି ପରିବା ଦର । ଫଳରେ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖାଉଟି । ଗତ କିଛି ମାସ ମଧ୍ୟରେ ଲେମ୍ବୁ, ଟମାଟୋ, ସଜନା ଛୁଇଁ, ପୋଟଳ ଆଦି ଅନେକ ପନିପରିବା ଦର ଆକାଶ ଛୁଇଁଲାଣି । ପ୍ରତିଦିନ ଓଡ଼ିଶା ବଜାରରେ ୫ଟଙ୍କା ୧୦ ଟଙ୍କା ଦର କମୁଥିବା ବେଳେ କିଛି ପନିପରିବାର ଦର ସମାନ ଟଙ୍କା ବୃଦ୍ଧି ପାଉଛି । ସଜନା ଛୁଇଁ କେଜି ୧୨୦ ଟଙ୍କା ରହିଥିବା ବେଳେ ଟମାଟୋ ଦର ସେଞ୍ଚୁରୀ ମାରିଛି । ବଢିଥିବା ଦର ପକେଟ ଖାଲି କରୁଛି ହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ତେବେ ଆଜି ଆସନ୍ତୁ ଜାଣିବା ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ପନିପରିବାର ଦର କେତେ ରହିଛି ?

ଜାଣନ୍ତୁ ଆଜିର ପନିପରିବା ଦର
ଜାଣନ୍ତୁ ଆଜିର ପନିପରିବା ଦର
ଜାଣନ୍ତୁ ଆଜିର ପନିପରିବା ଦର
ଜାଣନ୍ତୁ ଆଜିର ପନିପରିବା ଦର
Last Updated : Jun 9, 2022, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.