ETV Bharat / city

2000 ବିଏମସି ସଫେଇ କର୍ମୀଚାରୀଙ୍କୁ ସମ୍ମାନିତ

author img

By

Published : Oct 15, 2019, 2:32 AM IST

ଖାରବେଳ ନଗର ଗଜଲଷ୍ମୀ ପୂଜା କମିଟି ଓ ଜୟ ଓଡ଼ିଶା ଅନୁଷ୍ଠାନ ମିଳିତ ଭାବରେ ବିଏମସିର 2000 ସଫେଇ କର୍ମୀଚାରୀଙ୍କୁ ସମ୍ମାନିତ କରିଛନ୍ତି ।

2000 ବିଏମସି ସଫେଇ କର୍ମୀଚାରୀଙ୍କୁ ସମ୍ମାନିତ

ଭୁବନେଶ୍ବର: ସୋମବାର ବିଏମସିର 2000 ସଫେଇ କର୍ମୀଚାରୀଙ୍କୁ ସମ୍ନାନିତ କରିଛି ଖାରବେଳ ନଗର ଗଜଲଷ୍ମୀ ପୂଜା କମିଟି । ଏହି ଅଭିନବ ପ୍ରୟାସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

2000 ବିଏମସି ସଫେଇ କର୍ମୀଚାରୀଙ୍କୁ ସମ୍ମାନିତ

ପୂଜାରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ନକରି ଯେଉଁମାନେ ପ୍ରତିଦିନ ସହରକୁ ପରିଷ୍କାର ରଖୁଛନ୍ତି ସେମାନଙ୍କ ପାଇଁ ଏଭଳି ଏକ ପଦକ୍ଷେପ ଦେଖିବାକୁ ମିଳିଥିଲା । ଖାରବେଳ ନଗର ଗଜଲଷ୍ମୀ ପୂଜା କମିଟି ଓ ଜୟ ଓଡ଼ିଶା ଅନୁଷ୍ଠାନ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହାସହ ମହିଳାଙ୍କୁ ଶାଢୀ ଓ ପୁରୁଷଙ୍କୁ କୁର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବିଏମସି ସଫେଇ କର୍ମୀଚାରୀ ଙ୍କୁ ସମ୍ନାନିତ ।

ଆଜି ବିଏମସି ର 2000 ସଫେଇ କର୍ମୀଚାରୀ ଙ୍କୁ ସମ୍ନାନିତ କରିଛି ର ଖାରବେଳ ନଗର ଗଜଲଷ୍ମୀ ପୂଜା କମିଟି। ଏଭଳି କିଛି ଅଭିନବ ପ୍ରୟାସ ଏବେ ସବୁ ଆଡେ ଚର୍ଚ୍ଚା ରେ। ପୂଜା ରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ନ କରି ଯେଉଁମାନେ ପ୍ରତିଦିନ ସହର କୁ ସକାଳ ପାଇଲେ ସନ୍ଧ୍ୟା ପାଇଲେ ସଫା କରୁଛନ୍ତି ସେମାନଙ୍କୁ ଆଜି ଖାରବେଳ ନଗର ଗଜଲଷ୍ମୀ ପୂଜା କମିଟି ଓ ଜୟ ଓଡ଼ିଶା ଅନୁଷ୍ଠାନ ମିଳିତ ଭାବରେ ସମ୍ମାନ ପ୍ରଦାନ କରିବା ସହ ମହିଳା ମାନକୁ ଶାଢ଼ୀ ଓ ପୁରୁଷ ମାନକୁ କୁର୍ତ୍ତା ପ୍ରଦାନ କରାଯାଇଛି। ହାରାହାରି 2000 ସଫେଇ କର୍ମଚାରୀ ମାନକୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଛି।Body:ବିଏମସି ସଫେଇ କର୍ମୀଚାରୀ ଙ୍କୁ ସମ୍ନାନିତ ।

ଆଜି ବିଏମସି ର 2000 ସଫେଇ କର୍ମୀଚାରୀ ଙ୍କୁ ସମ୍ନାନିତ କରିଛି ର ଖାରବେଳ ନଗର ଗଜଲଷ୍ମୀ ପୂଜା କମିଟି। ଏଭଳି କିଛି ଅଭିନବ ପ୍ରୟାସ ଏବେ ସବୁ ଆଡେ ଚର୍ଚ୍ଚା ରେ। ପୂଜା ରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ନ କରି ଯେଉଁମାନେ ପ୍ରତିଦିନ ସହର କୁ ସକାଳ ପାଇଲେ ସନ୍ଧ୍ୟା ପାଇଲେ ସଫା କରୁଛନ୍ତି ସେମାନଙ୍କୁ ଆଜି ଖାରବେଳ ନଗର ଗଜଲଷ୍ମୀ ପୂଜା କମିଟି ଓ ଜୟ ଓଡ଼ିଶା ଅନୁଷ୍ଠାନ ମିଳିତ ଭାବରେ ସମ୍ମାନ ପ୍ରଦାନ କରିବା ସହ ମହିଳା ମାନକୁ ଶାଢ଼ୀ ଓ ପୁରୁଷ ମାନକୁ କୁର୍ତ୍ତା ପ୍ରଦାନ କରାଯାଇଛି। ହାରାହାରି 2000 ସଫେଇ କର୍ମଚାରୀ ମାନକୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.