ETV Bharat / bharat

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଚିଠି, ଆପ ନେତାଙ୍କ ଠାରୁ ରହିଛି ଜୀବନ ପ୍ରତି ବିପଦ

author img

By

Published : Nov 10, 2022, 11:00 PM IST

Updated : Nov 11, 2022, 3:43 PM IST

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଚିଠି । ଜେଲରେ ରହିଛି ଜୀବନ ପ୍ରତି ବିପଦ (sukesh chandrashekhar) । ମାମଲା ପ୍ରତ୍ୟାହାର ନେଇ ଆମ ଆଦମୀ ପାର୍ଟି ନେତାଙ୍କ ଠାରୁ ମିଳୁଛି ବାରମ୍ବାର ଧମକ । ଜେଲ ପରିବର୍ତ୍ତନ ପାଇଁ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଚିଠି । ଅଧିକ ପଢନ୍ତୁ

ଜେଲ ପରିବର୍ତ୍ତନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଚିଠି, ଆପ ନେତାଙ୍କ ଠାରୁ ରହିଛି ଜୀବନ ପ୍ରତି ବିପଦ
ଜେଲ ପରିବର୍ତ୍ତନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଚିଠି, ଆପ ନେତାଙ୍କ ଠାରୁ ରହିଛି ଜୀବନ ପ୍ରତି ବିପଦ

ନୂଆଦିଲ୍ଲୀ: ଜେଲ ପରିବର୍ତ୍ତନ ପାଇଁ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଚିଠି । ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଆଉ ଏକ ଚିଠି ଲେଖିଛନ୍ତି (sukesh chandrashekhar)। ଏହି ଚିଠିରେ ସେ ଏବଂ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀ ବାହାରେ ଥିବା ଅନ୍ୟ କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି ।

ଜେଲ ପରିବର୍ତ୍ତନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଚିଠି, ଆପ ନେତାଙ୍କ ଠାରୁ ରହିଛି ଜୀବନ ପ୍ରତି ବିପଦ
ଜେଲ ପରିବର୍ତ୍ତନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଚିଠି, ଆପ ନେତାଙ୍କ ଠାରୁ ରହିଛି ଜୀବନ ପ୍ରତି ବିପଦ

ତାଙ୍କ ଜୀବନ ପ୍ରତି ବିପଦ ରହିଛି ଓ ସେ ଆମ୍ ଆଦମୀ ପାର୍ଟି (AAP) ନେତାଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ବାରମ୍ବାର ଧମକ ପାଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି ସୁକେଶ । ସେହିପରି ତାଙ୍କୁ ଜେଲରେ ମଧ୍ୟ ଆକ୍ରମଣ କରିବା ପାଇଁ ଯୋଜନା ହେଉଛି । ସୁରକ୍ଷା ଦାୟିତ୍ବରେ ଥିବା ସିଆରପିଏଫ (CRPF)କର୍ମଚାରୀଙ୍କ ଦ୍ବାରା ତାଙ୍କ ଉପରେ ଆକ୍ରମଣ କରାଯାଉଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ଜେଲ ପରିବର୍ତ୍ତନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଚିଠି, ଆପ ନେତାଙ୍କ ଠାରୁ ରହିଛି ଜୀବନ ପ୍ରତି ବିପଦ
ଜେଲ ପରିବର୍ତ୍ତନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଚିଠି, ଆପ ନେତାଙ୍କ ଠାରୁ ରହିଛି ଜୀବନ ପ୍ରତି ବିପଦ

ଏହାପୂର୍ବରୁ ଠକ ସୁକେଶ ଚନ୍ଦ୍ରେଶେଖର ଉପରାଜ୍ୟପାଳଙ୍କୁ ଅନ୍ୟ ଏକ ଚିଠି ମଧ୍ୟ ଲେଖିଥଲେ । ଉକ୍ତ ଚିଠିରେ ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଓ ସତ୍ୟେନ୍ଦ୍ର ଜୌନଙ୍କ ବିରୋଧରେ ଲେଖାଯାଇଥିଲା । ସୁକେଶ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଆପର ନେତାମାନେ ଅଭିଯୋଗ ପ୍ରତ୍ୟାହାର କରିବାକୁ ତାଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ଧମକ ମଧ୍ୟ ଦେଉଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ରହିଛି ।

ଜେଲ ପରିବର୍ତ୍ତନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଚିଠି, ଆପ ନେତାଙ୍କ ଠାରୁ ରହିଛି ଜୀବନ ପ୍ରତି ବିପଦ
ଜେଲ ପରିବର୍ତ୍ତନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଚିଠି, ଆପ ନେତାଙ୍କ ଠାରୁ ରହିଛି ଜୀବନ ପ୍ରତି ବିପଦ

ଦୁଇ ଦିନ ପୂର୍ବେ ଜେଲରୁ ତାଙ୍କ ଦ୍ବାରା ଲେଖାଯାଇଥିବା ଚତୁର୍ଥ ଚିଠିରେ ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିଥିଲେ ଯେ, ଜେଲ ପ୍ରଶାସନ ତଥା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଧମକ ଏବଂ ଚାପ ଯୋଗୁଁ ସେ ଆଇନର ଆଶ୍ରୟକୁ ଉଚିତ ଭାବିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 11, 2022, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.