ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 6, 2022, 7:03 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

news today
news today

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଅବପାତରେ ପରିଣତ ହେବ ଲଘୁଚାପ ।
  • ଆଜିଠୁ 7 ଦିନିଆ ରିମାଣ୍ଡରେ ଯିବ ବ୍ଲାକମେଲର ଅର୍ଚ୍ଚନା ।
  • ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  • ଆଜି ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ତିରୋଧାନ ଦିବସ ।
  • FIFA WC: ଆଜି ମରକ୍କୋ-ସ୍ପେନ ମୁକାବିଲା ।
  • ଆଜିଠୁ ଦୃଷ୍ଟିହୀନ ଟି-ଟ୍ବେଣ୍ଟି ବିଶ୍ବକପ୍ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.