ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 5, 2022, 7:22 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
ଆଜିର ବଡ ଖବର

ଆଜିର ବଡ ଖବର
  • ଆଜି ପଦ୍ମପୁର ଉପନିର୍ବାଚନ
  • ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
  • ଆଜି ଗୁଜୁରାଟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ
  • ଆଜି ଶ୍ରୀ ପଦ୍ମାବତୀ ମହିଳା ବିଶ୍ବବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି
  • ଆଜି ବିଜେପି ଜାତୀୟ କାର୍ଯ୍ୟାଳୟ ବୈଠକର ଉଦଘାଟନ କରିବେ ମୋଦି
  • ଆଜି ଇଡି ହାଜର ହେବେ ଅର୍ଚ୍ଚନା
  • ଆଜି ଜି୨୦ ପ୍ରତିନିଧି ଦଳଙ୍କ ବୈଠକ
  • ଆଜି ସୃଷ୍ଟି ହେବ ଲଘୁଚାପ
  • FIFA WC: ଆଜି ଜାପାନ-କ୍ରୋଏସିଆ ମୁକାବିଲା
  • ଆଜି ବିଶ୍ବ ମୃତ୍ତିକା ଦିବସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.