ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 23, 2022, 7:01 AM IST

Updated : Nov 23, 2022, 7:11 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
ଆଜିର ବଡ ଖବର

ଆଜିର ବଡ ଖବର
  • ଆଜିଠୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା
  • ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିଦର୍ଶନରେ NAAC ଟିମ
  • ଆଜି ଲୋକସେବା ଭବନରେ ଅମ୍ଳାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
  • ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
  • ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଶପଥ ନେବେ ସିଭି ଆନନ୍ଦ ବୋଷ
  • ଅର୍ଚ୍ଚନା ମାମଲାରେ ଆଜି EDରେ ହାଜର ହେବ ଶ୍ରଦ୍ଧାଞ୍ଜଳି
  • ଆଜି ଦଶରଥ,କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ, ଶ୍ରାଦ୍ଧଦେବେ ମହାପ୍ରଭୁ
  • ସିଏଜିଙ୍କ ପକ୍ଷରୁ ଅଡିଟ ସପ୍ତାହର ଦ୍ବିତୀୟ ଦିବସ
  • ଆଜିଠୁ ବଢିବ ଶୀତ
Last Updated : Nov 23, 2022, 7:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.