ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Sep 18, 2022, 7:00 AM IST

Updated : Sep 18, 2022, 7:08 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଆଜିର ବଡ ଖବର
  • ଆଜିଠୁ 3ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ
  • ଆଜି ପୁଣି ଦୁଃସାହାସିକ ସମର କଳା ପ୍ରଦର୍ଶନ କରିବ ସୂର୍ଯ୍ୟକିରଣ ଏରୋବାଟିକ ଦଳ
  • ଆଜି ଭାରତ ଯୋଡ ଯାତ୍ରା ନେଇ କଂଗ୍ରେସର ଆଲୋଚନା
  • ଆଜିଠୁ 10ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର
  • ଆଜି 9ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ଆଜି ବିଶ୍ବ ବାଉଁଶ ଦିବସ
  • ଆଜିଠୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା
  • ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ
Last Updated : Sep 18, 2022, 7:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.