ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Jul 1, 2022, 7:01 AM IST

Updated : Jul 1, 2022, 7:18 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ପବିତ୍ର ଘୋଷଯାତ୍ରା
  • ଆଜି ପୁରୀ ପ୍ରକଳ୍ପକୁ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ଆଜିଠୁ ରାଜ୍ୟ ସଂଗ୍ରହାଳୟରେ ପଟ୍ଟଚିତ୍ରରେ ଜଗନ୍ନାଥ
  • ଆଜିଠୁ ବଦଳିବ ଏଲପିଜି, ପାନ-ଆଧାର ସଂଯୋଗ ନିୟମ
  • ଆଜିଠୁ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟାନ
  • ଆଜିଠୁ ବନ ମହୋତ୍ସବ ସପ୍ତାହ
  • ଆଜି ଇଡିରେ ହାଜର ହେବେ ସଞ୍ଜୟ ରାଉତ
  • ଆଜିଠୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ପଞ୍ଚମ ଟେଷ୍ଟ
  • ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ଆଜି ଜାତୀୟ ଚିକିତ୍ସକ ଦିବସ
Last Updated : Jul 1, 2022, 7:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.