ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Jun 27, 2022, 7:04 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା ଶୁଣାଣି
  • ଆଜି ଜର୍ମାନୀରେ ମୋଦିଙ୍କ ଦ୍ବିତୀୟ ଦିନ
  • ଆଜି ନାମାଙ୍କନ ଭରିବେ ଯଶୱନ୍ତ ସିହ୍ନା
  • ଆଜି ଆସିବ ରାଇମୋହନଙ୍କ ବ୍ୟବଚ୍ଛେଦ ରିପୋର୍ଟ
  • ଆଜି ମହାପ୍ରଭୁଙ୍କ ଖଳି ପ୍ରସାଦ ନୀତି
  • ଅଗ୍ନିପଥ ଯୋଜନା ବିରୋଧରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ କରିବ କଂଗ୍ରେସ
  • ବସ ଧର୍ମଘଟ ନେଇ ଆଜି ଚୂଡାନ୍ତ ନିଷ୍ପତ୍ତି
  • ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଆଜିଠୁ ଗ୍ରାଣ୍ଡସ୍ଲାମ ୱିମ୍ବଲଡନର 135ତମ ସଂସ୍କରଣ
  • ଆଜି ଜାତୀୟ ନଡିଆ ଦିବସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.