ETV Bharat / bharat

ଅନନ୍ତନାଗରେ ପୋଲିସ ପାର୍ଟି ଉପରେ ଗ୍ରେନେଡ ମାଡ: ଜଣେ ପୋଲିସ କର୍ମୀ ଆହତ

author img

By

Published : Jun 15, 2022, 9:57 PM IST

ଅନନ୍ତନାଗରେ ପୋଲିସ ପାର୍ଟି ଉପରେ ଗ୍ରେନେଡ ମାଡ କଲେ ଆତଙ୍କବାଦୀ । ଜଣେ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା । ଆରମ୍ଭ ହେଲା ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

ଅନନ୍ତନାଗରେ ପୋଲିସ ପାର୍ଟି ଉପରେ ଗ୍ରେନେଡ ମାଡ: ଜଣେ ପୋଲିସ କର୍ମୀ ଆହତ
ଅନନ୍ତନାଗରେ ପୋଲିସ ପାର୍ଟି ଉପରେ ଗ୍ରେନେଡ ମାଡ: ଜଣେ ପୋଲିସ କର୍ମୀ ଆହତ

ଶ୍ରୀନଗର: କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜଭେରାରେ ପୋଲିସ ପାର୍ଟି ଉପରେ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ସୁରକ୍ଷା ବଳ ଉକ୍ତ ସ୍ଥାନକୁ କର୍ଡନ କରି ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରଖିଛି ।

  • #Terrorists hurled a #grenade towards Police Naka at Padshahi Bagh area of #Anantnag, resulting in minor injuries to one police personnel. Case registered. Area cordoned off, search going on.@JmuKmrPolice

    — Kashmir Zone Police (@KashmirPolice) June 15, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.