ETV Bharat / bharat

ଅପଡେଟ କରାଇ ନିଅନ୍ତୁ Google Chrome, ହୋଇପାରନ୍ତି ହ୍ୟାକିଂର ଶିକାର

author img

By

Published : Jan 10, 2022, 1:41 PM IST

Updated : Jan 10, 2022, 2:04 PM IST

କ୍ରୋମ ୟୁଜର୍ସଙ୍କୁ ସରକାର ଏକ ବଡ ଚେତାବନୀ ଦେଇଛନ୍ତି। ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜନସି ରେସପନ୍ସ ଟିମ୍ (CERT-In) ୟୁଜର୍ସମାନଙ୍କୁ ସେମାନଙ୍କ ବ୍ରାଉଜର ତୁରନ୍ତ ଅପଡେଟ୍ କରିବାକୁ କହିଛି । ଅଧିକ ପଢନ୍ତୁ

ଆପଡେଟ କରାଇ ନିଅନ୍ତୁ Google Chrome
ଆପଡେଟ କରାଇ ନିଅନ୍ତୁ Google Chrome

ନୂଆଦିଲ୍ଲୀ: ଗୁଗୁଲ୍ କ୍ରୋମ କିମ୍ବା ବ୍ରାଉଜର ବ୍ୟବହାର କରୁଛନ୍ତି କି, ତେବେ ସାବଧାନ ହୋଇଯାନ୍ତୁ । କ୍ରୋମ ୟୁଜର୍ସଙ୍କୁ ସରକାର ଏକ ବଡ ଚେତାବନୀ ଦେଇଛନ୍ତି। ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜନସି ରେସପନ୍ସ ଟିମ୍ (CERT-In) ୟୁଜର୍ସମାନଙ୍କୁ ସେମାନଙ୍କ ବ୍ରାଉଜର୍ ତୁରନ୍ତ ଅପଡେଟ୍ କରିବାକୁ କହିଛି (Government issues severity warning Chrome users) । ଯେଉଁମାନେ ୯୭.୦.୪୬୯୨.୭୧ରୁ ପୁରୁଣା କ୍ରୋମ ଭର୍ସନ ବ୍ୟବହାର କରୁଛନ୍ତି ସେହିମାନଙ୍କ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଜାରି ହୋଇଛି ।

CERT-Inର (computer Emergency Reponse) ପରାମର୍ଶଦାତାମାନେ ଏହାକୁ ନେଇ କହଛନ୍ତି ଯେ ଗୁଗୁଲ୍ କ୍ରୋମ୍ ବ୍ରାଉଜରରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି । ଗୁଗୁଲ୍‌ କ୍ରୋମ ଭିତରେ ଟାଇପ ଦ୍ବନ୍ଦ ପାଇଁ ବ୍ୟବହାର କରିବା ଅସୁରକ୍ଷିତ ଅଟେ । ଏହାରି ଭିତରେ ୟୁଜର୍ ଇଣ୍ଟରଫେସ୍, ସ୍କ୍ରିନ୍ କ୍ୟାପଚର୍, ପିଡିଏଫ, ଫାଇଲସାଡର, ଅଟୋ-ଫିଲ୍ ଏବଂ ଫାଇଲ ମ୍ୟାନେଜର ଏଆଇପି ଟୁଲ୍ସ ପରି ଅନେକ ତ୍ରୁଟି ଦେଖାଦେଇଛି ।

ଏହାକୁ ନେଇ ବର୍ତ୍ତମାନ ସରକାର କହିଛନ୍ତି ଯେ ଯଦି ଜଣେ ୟୁଜର୍ସମାନେ ଗୁଗୁଲ୍ କ୍ରୋମ୍ ଅପଡେଟ୍ ନକରନ୍ତି ତେବେ ଡିଭାଇସର ରିମୋଟ ହ୍ୟାକିଂ ହେବାର ଆଶଙ୍କା ରହିଛି । ସେମାନଙ୍କର ତଥ୍ୟକୁ ସୁରକ୍ଷିତ ରଖିବା ଦୃଷ୍ଟିରୁ ସମସ୍ତ ୟୁଜର୍ସ ସେମାନଙ୍କ ପୁରୁଣା କ୍ରୋମ ଓ ବ୍ରାଉଜରକୁ ଅପଡେଟ୍ କରିବା ନେବା ଉଚିତ୍ ।

Last Updated : Jan 10, 2022, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.