ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 12, 2022, 7:01 AM IST

Updated : Dec 12, 2022, 7:22 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

etv bharat odisha news today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର
  • ଆଜି ପଦ୍ମପୁର ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା
  • ଆଜି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ
  • ଆଜି ଓକିଲ ସଂଘର କାର୍ଯ୍ୟ ବନ୍ଦ ଡାକରା
  • ଅର୍ଚ୍ଚନା ନାଗ ମାମଲା, ଆଜି ଶେଷ ହେବ ରିମାଣ୍ଡ
  • ଆଜିଠୁ ଟ୍ବିଟର ବ୍ଲୁ ଟିକ୍‌ ସବ୍‌ସ୍କ୍ରିପସନ ଆରମ୍ଭ
  • ଆଜି ବିଶ୍ବବ୍ୟାପୀ ହେଲ୍ଥ କଭରେଜ ଦିବସ
  • Women FIH Nations Cup: ଆଜି ଭାରତକୁ ଭେଟିବ ଜାପାନ
  • ଦୃଷ୍ଟିହୀନ ଟି-20 ବିଶ୍ବକପ୍: ଆଜି ପହଞ୍ଚିବେ ଭାରତ-ବାଂଲାଦେଶ ଟିମ୍‌
Last Updated : Dec 12, 2022, 7:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.