ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 2, 2022, 7:01 AM IST

Updated : Dec 2, 2022, 7:33 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

etv bharat odisha news today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର
  • ଆଜି ପଦ୍ମପୁରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
  • ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ: ଆଜି ଉଦ୍ୟୋଗରୁ ଉନ୍ନତି କାର୍ଯ୍ୟକ୍ରମ
  • ଆଜି ବିଜେପିର ଶକ୍ତି ପ୍ରଦର୍ଶନ, ଏକାଠି ହେବେ 50 ହଜାର ଚାଷୀ
  • ଆଜି ବିଧାନସଭା ଶୀତଅଧିବେଶନର ଅଷ୍ଟମ ଦିନ
  • ଆଜି ଖୋଲିବ ରାଜମହଲ ବହୁତଳ କାର ପାର୍କିଂ
  • ଆଜି ପ୍ରଦୂଷଣ ନିୟନ୍ତ୍ରଣ ଦିବସ
  • ଆଜି ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା'
  • ଫିଫା ବିଶ୍ବ କପ୍: ଆଜି ଦକ୍ଷିଣ କୋରିଆକୁ ଭେଟିବ ପର୍ତ୍ତୁଗାଲ
  • ଆଇଏସ୍‌ଏଲ୍‌ ଫୁଟବଲ: ଆଜି କଳିଙ୍ଗରେ ଓଡ଼ିଶା- ନର୍ଥଇଷ୍ଟ ମୁହାଁମୁହିଁ
Last Updated : Dec 2, 2022, 7:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.