ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 26, 2022, 7:01 AM IST

Updated : Nov 26, 2022, 7:13 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

News Today
News Today

  • News Today
  • ଆଜି ଓଡିଶା ଆସିବେ ଅଶ୍ବିନୀ ବୈଷ୍ଣବ
  • ଆଜି ଦେଶବ୍ୟାପୀ ଧାରଣା ଦେବେ ଚାଷୀ
  • ଆଜି 8 ନାନୋ ସାଟେଲାଇଟ ଲଞ୍ଚ କରିବ ଇସ୍ରୋ
  • ଆଜି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ 14 ବର୍ଷ
  • ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ରଙ୍କ ଆଜି ଜନ୍ମ ଜୟନ୍ତୀ
  • ପଦ୍ମପୁର ଉପନିର୍ବାଚନ: ଆଜି ପ୍ରଚାର କରିବେ ବୈଜୟନ୍ତ- ସମ୍ବିତ
  • ଆଜି ଶୀତ ଅଧିବେଶନର ତୃତୀୟ ଦିବସ
  • ଆଜି ଜାତୀୟ ସମ୍ବିଧାନ ଦିବସ
  • FIFA WORLD CUP: ଆଜି ଅଷ୍ଟ୍ରେଲିଆ-ଟ୍ୟୁନିସିଆ ମୁକାବିଲା
  • କୁଚ ବିହାର ଟ୍ରଫି: ଆଜି ଓଡିଶା- ହରିୟାଣା ମୁକାବିଲା
Last Updated : Nov 26, 2022, 7:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.