ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 19, 2022, 7:01 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

News Today
News Today

News Today
  • ଆଜି ବାରଣାସୀରେ କାଶୀ ତାମିଲ ସଙ୍ଗମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ଆଜିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
  • ଆଜି ଇଟାନଗରରେ ଡୋନି ପୋଲ ଏୟାରପୋର୍ଟର ଶୁଭାରମ୍ଭ କରିବେ ମୋଦି
  • ଆଜି ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି
  • ଆଜି ଲୋକସେବା ଭବନରେ କୃଷି ଅଧିକାରୀଙ୍କ ପାଇଁ ଦିଗଦର୍ଶନ କାର୍ଯ୍ୟକ୍ରମ
  • ଆଜି ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁକ୍ଳ ଛାଡ
  • ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଜନ୍ମ ଜୟନ୍ତୀ
  • ଆଜି ମହାନଦୀ ମାମଲାର ଶୁଣାଣି
  • ଆଜିଠୁ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସୁଇମିଂ ସିରିଜ
  • ଆଜି ବିଶ୍ବ ଶୌଚାଳୟ ଦିବସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.