ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Aug 30, 2022, 7:08 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜରଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  1. ଆଜି କେଜ୍ରିଓ୍ବାଲଙ୍କ ଆସ୍ତା ଭୋଟ ଉପରେ ଫଇସଲା
  2. ଆଜି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ପରିବେଶ ବୈଜ୍ଞାନିକଙ୍କ କାର୍ଯ୍ୟକ୍ରମ
  3. ଆଜି ୨୭୪ ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନନ୍ତ୍ରୀ
  4. ଆଜି ଶ୍ରୀମନ୍ଦିରରେ ଅନ୍ଧଲୀଳା ନୀତି
  5. ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ଇଣ୍ଡୋନେସିଆ ଗସ୍ତର ଦ୍ବିତୀୟ ଦିନ
  6. ବର୍ଷା ଯୋଗୁଁ ଆଜି କର୍ଣ୍ଣାଟକରେ ସ୍କୁଲ କଲେଜ ବନ୍ଦ
  7. ଆଜିଠୁ ୨ଦିନ ପାଗ ସୁଖିଲା ରହିବ
  8. Asia Cup, ଆଜି ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.