ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Oct 23, 2022, 6:56 AM IST

Updated : Oct 23, 2022, 7:28 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ ରେ ETV Bharat ଦେବ ପ୍ରମୁଖ ଖବର

today top news
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ତୀବ୍ର ଅବପାତର ରୂପ ନେବ ବାତ୍ୟା ସିତ୍ରଙ୍ଗ ।
  • ଆଜି ଅଯୋଧ୍ୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ।
  • ଆଜି ଆୟୁର୍ବେଦ ଦିବସରେ ବିଜ୍ଞାନ ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
  • ଆଜି ଧନତେରସ ।
  • ଆଜି ଓଡିଶା ଐତିହ୍ୟ ପଦଯାତ୍ରା ।
  • ଆଜି ହାଜତକୁ ଯିବ ବ୍ଲାକମେଲର ଅର୍ଚ୍ଚନା ନାଗ ସ୍ବାମୀ ଜଗବନ୍ଧୁ ।
  • ଆଜି ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ।
  • T-20 WC,ଆଜି ଭାରତ-ପାକିସ୍ତାନ ମୁକାବିଲା ।
  • ଆଇଏସଏଲ, ଆଜି କେରଳକୁ ଭେଟିବ ଓଡିଶା ।
Last Updated : Oct 23, 2022, 7:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.