ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ

author img

By

Published : Jul 29, 2020, 8:54 AM IST

ଶେଷ ଥର କେନ୍ଦ୍ର କ୍ୟାବିନେଟ ବୈଠକ ଜୁଲାଇ 8 ରେ ବସିଥିଲା । ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ମିଳିଥିଲା । ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବାକୁ ଯାଉଛି କ୍ୟାବିନେଟ ବୈଠକ । ଅଧିକ ପଢନ୍ତୁ...

ଆଜି ବସିବ କେନ୍ଦ୍ରୀୟ କ୍ୟାବିନେଟ ବୈଠକ
ଆଜି ବସିବ କେନ୍ଦ୍ରୀୟ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: ଆଜି ବସିବ କେନ୍ଦ୍ରୀୟ କ୍ୟାବିନେଟ । ସରକାର କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଶେଷ କ୍ୟାବିନେଟ ବୈଠକ ଜୁଲାଇ 8ରେ ବସିଥିଲା ।

ଗତ ବୈଠକରେ କ୍ୟାବିନେଟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ 5 ପାଇଁ ବୃଦ୍ଧି କରିଥିଲେ । 81 କୋଟି ପରିବାର ଲୋକଙ୍କୁ 203 ଲକ୍ଷ ଟନର ଖାଦ୍ୟ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ ।

ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବ-ସ୍କିମ ଯୋଜନା ମାଧ୍ୟମରେ ସହରାଞ୍ଚଳ ଶ୍ରମିକ, ଗରିବଙ୍କୁ ସୁଲଭ ମୁଲ୍ୟରେ ଭଡା ଘର ଦେବାରୁ ଅନୁମୋଦନ ମିଳିଥିଲା । ଏପରିକି ତିନି ମାସ ପାଇଁ ଇପିଏଫକୁ ମଧ୍ୟ ବୃଦ୍ଧି କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.