ETV Bharat / bharat

କେନ୍ଦ୍ର କ୍ୟାବିନେଟ ବୈଠକ ଆରମ୍ଭ

author img

By

Published : Jun 24, 2020, 11:25 AM IST

Updated : Jun 24, 2020, 12:15 PM IST

କେନ୍ଦ୍ର କ୍ୟାବିନେଟ ବୈଠକ ଆରମ୍ଭ
କେନ୍ଦ୍ର କ୍ୟାବିନେଟ ବୈଠକ ଆରମ୍ଭ

11:24 June 24

କେନ୍ଦ୍ର କ୍ୟାବିନେଟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ଚାଲିଛି କେନ୍ଦ୍ର କ୍ୟାବିନେଟ ବୈଠକ । ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

ପୂର୍ବରୁ ଜୁନ୍‌ 3 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ 7ଲୋକକଲ୍ୟାଣ ମାର୍ଗରେ ବସିଥିଲା କ୍ୟାବିନେଟ ବୈଠକ । ଯେଉଁଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ରବିଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଜୁନ୍‌1 ତାରିଖରେ ହୋଇଥିବା କ୍ୟାବିନେଟ ବୈଠକରେ ଆତ୍ମନିର୍ଭର ଭାରତ ପାଇଁ ଏମଏସଏମଇ ପାଇଁ ଦିଆଯାଇଥିବା 50000 କୋଟି ଟଙ୍କାକୁ ମଞ୍ଜୁର ମିଳିଥିଲା ।  

ତେବେ ଆଜିର ବୈଠକରେ କଣ ନିଷ୍ପତ୍ତି ନିଆଯିବ ତାହା ଜଣାପଡିନଥିବାବେଳେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି ।

@ANI 

Last Updated : Jun 24, 2020, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.