ETV Bharat / bharat

ମହାରାଷ୍ଟ୍ର ଟ୍ରାଫିକ ପୋଲିସକୁ ଵାଇକ୍ ଉପହାର, ସିଏସଆର୍ ଅଭିଯାନ ସଫଳ

author img

By

Published : Jul 26, 2020, 10:47 AM IST

କର୍ପୋରେଟ୍ ସାମାଜିକ ଦାୟିତ୍ଵବୋଧ (ସିଏସ୍ଆର୍) ଅଭିଯାନ ଅଧୀନରେ ମହାରାଷ୍ଟ୍ର ଟ୍ରାଫିକ୍ ପୋଲିସ ଶନିବାର ଦିନ 10 ଟି ଉନ୍ନତ ବାଇକ୍ ପାଇଛି। ଯାହାକୁ ଉପହାର ସହିତ ପୋଲିସ ପ୍ରଶାସନ ଗ୍ରହଣ କରିଛି।

ମହାରାଷ୍ଟ୍ର ଟ୍ରାଫିକ ପୋଲିସକୁ ଵାଇକ୍ ଉପହାର, ସିଏସଆର୍ ଅଭିଯାନ ସଫଳ
ମହାରାଷ୍ଟ୍ର ଟ୍ରାଫିକ ପୋଲିସକୁ ଵାଇକ୍ ଉପହାର, ସିଏସଆର୍ ଅଭିଯାନ ସଫଳ

ମୁମ୍ବାଇ: ମହାରାଷ୍ଟ୍ର ପୋଲିସକୁ ଆହୁରି ସଂଗଠିତ ଏଵଂ ସୁଦୃଢ କରିଵାକୁ ସରକାର ଵିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉଛନ୍ତି। ଏହି ପଦକ୍ଷେପ ସ୍ବରୂପ ଏଵେ ସିଏସଆର୍ ଅଭିଯାନକୁ ତ୍ବରାନ୍ବିତ କରାଯାଉଛି।

କର୍ପୋରେଟ୍ ସାମାଜିକ ଦାୟିତ୍ଵବୋଧ (ସିଏସ୍ଆର୍) ଅଭିଯାନ ଅଧୀନରେ ମହାରାଷ୍ଟ୍ର ଟ୍ରାଫିକ୍ ପୋଲିସ ଶନିବାର ଦିନ 10 ଟି ଉନ୍ନତ ବାଇକ୍ ପାଇଛି। ଯାହାକୁ ଉପହାର ସହିତ ପୋଲିସ ପ୍ରଶାସନ ଗ୍ରହଣ କରିଛି।

ସ୍ପୋର୍ଟସ୍ ବାଇକ୍ 'ଜିକ୍ସକ୍ସର୍ 250 SF' ଏକ ସାଇରନ୍, ବ୍ଲିଙ୍କର୍ ଲାଇଟ୍ ଏବଂ ଅନ୍ୟାନ୍ୟ ଆଡଭାନ୍ସ ସିଷ୍ଟମ୍ ସହିତ ସଜ୍ଜିତ ରହିଛି ବାଇକ୍।

ମୁମ୍ବାଇର ଡେପୁଟି କମିଶନର (ଡିସିପି) ଟ୍ରାଫିକ୍ ରଂଜନ କୁମାର ଶର୍ମା କହିଛନ୍ତି, "ଟ୍ରାଫିକ୍ ପୋଲିସ୍ ସିଏସ୍ଆର୍ ଅଭିଯାନ ଅଧୀନରେ 10 ଟି ସ୍ପୋର୍ଟସ୍ ବାଇକ୍ 'ଜିକ୍ସକ୍ସର୍ 250 SF' ପାଇଛି। ଯାହା ଟ୍ରାଫିକ୍ ଅପରେସନରେ କାର୍ଯ୍ୟକାରୀ ହେଵ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.