ETV Bharat / bharat

ଡାକ୍ତରଙ୍କୁ ଆକ୍ରମଣ କରି କୋରୋନା ଆକ୍ରାନ୍ତ ଗିରଫ

author img

By

Published : Apr 16, 2020, 11:10 AM IST

ହାଇଦ୍ରାବାଦ ଗାନ୍ଧୀ ମେଡିକାଲରେ ଜଣେ ଡାକ୍ତରଙ୍କୁ ଆକ୍ରମଣ କରି କୋରୋନା ଆକ୍ରାନ୍ତ ଗିରଫ ।

_covid-19 patient arrest
କୋରୋନା ରୋଗୀ ଗିରଫ

ହାଇଦ୍ରାବାଦ: ଡାକ୍ତରଙ୍କୁ ଆକ୍ରମଣ କରି କୋରୋନା ରୋଗୀ ଗିରଫ । ହାଇଦ୍ରାବାଦ ଗାନ୍ଧୀ ମେଡିକାଲରେ ଜଣେ ଡାକ୍ତରଙ୍କୁ ଆକ୍ରମଣ କରି କୋରୋନା ଆକ୍ରାନ୍ତ ଗିରଫ ।

ଗତ ବୁଧବାର ରୋଗୀ ଜଣଙ୍କ ଗିରଫ ହେବା ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଏନେଇ ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନି କୁମାର ।

ସୂଚନା ଅନୁଯାୟୀ, ଗତ ଏପ୍ରିଲ 1ରେ କୋରୋନା ଆକ୍ରାନ୍ତ ଜଣଙ୍କ ଗାନ୍ଧୀ ମେଡିକାଲରେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ । ତେବେ ସେ କୋରୋନା ଆକ୍ରାନ୍ତ ଥିବାରୁ ବର୍ତ୍ତମାନ ସେ ଗାନ୍ଧୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.