ହରିୟାଣାରେ ତିଆରି ଚାଲିଛି ସୀତାଙ୍କ ମନ୍ଦିର, ଅଯୋଧ୍ୟାରେ ସହଯୋଗ ମାଗୁଛନ୍ତି ଲବ-କୁଶ - Luv Kush Roaming In Ayodhya

By ETV Bharat Odisha Team

Published : May 24, 2024, 6:32 PM IST

thumbnail
Luv Kush Roaming In Ayodhya (ETV Bharat Odisha)

Luv Kush Roaming In Ayodhya ଲକ୍ଷ୍ନୌ: ଦୀର୍ଘ ଦିନ ପରେ ରାମ ଜନ୍ମଭୂମୀରେ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ଏହାରି ଭିତରେ ବର୍ତ୍ତମାନ ସୀତାଙ୍କ ମନ୍ଦିର ତିଆରି ପାଇଁ ସହଯୋଗ କରିବାକୁ ନିଆରା ଉପାୟରେ ସହଯୋଗ ଲୋଡାଯାଉଛି । ଲବ କୁଶନାମରେ ଦୁଇଟି ପିଲା ରାମନଗରୀରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଏହି ଦୁଇ ଛୁଆ ରାମ ମନ୍ଦିର, ହନୁମାନଗଡି କନକ ଭବନ ସହିତ ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ଚାରିପାଖରେ ସଂଗୀତ ମାଧ୍ୟମରେ ମାତା ସୀତାଙ୍କର ମନ୍ଦିର ନିର୍ମାଣରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବାଗେଶ୍ୱର ଧାମ ପିଠାଧୀଶ୍ବେର ଆଚାର୍ଯ୍ୟ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି । କହିରଖୁଛୁ କି ଏହି ମନ୍ଦିର ହରିୟାଣା କୈଥଲ ପଟିୟାଲା ହାଇଓ୍ବେ ନିକଟ ଗ୍ରାମରେ ଏହି ମନ୍ଦିର ନିର୍ମାଣ କରାଯାଉଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.