ଗଞ୍ଜାମ ଶେରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦେଖନ୍ତୁ Live

By ETV Bharat Odisha Team

Published : Feb 14, 2024, 11:55 AM IST

Updated : Feb 14, 2024, 12:03 PM IST

thumbnail

ବ୍ରହ୍ମପୁର: ଆଜି ବ୍ରହ୍ମପୁର ସମ୍ ହସ୍ପିଟାଲର ଲୋକାର୍ପଣ । ଶୀତଳାପଲ୍ଲୀ ମଲ୍ଟି ସୁପର ସ୍ପେସିଆଲିଟି ହସ୍ପିଟାଲ ଲୋକର୍ପିତ କରିବେ ମୁଖ୍ୟମନ୍ତ୍ରୀ। ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଲୋକଙ୍କ ଉଦ୍ଦେଶ୍ୟରୋ ଲୋକର୍ପିତ କରିବେ । 200 ଶଯ୍ୟା ରହିଛି ଏହି ହସ୍ପିଟାଲରେ । ଆଗାମୀ ଦିନରେ ଶାଯ୍ୟା ସଂଖ୍ୟା ବୃଦ୍ଧି ହେବ । ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ସେବା ଉପଲବ୍ଧ ହେବ । ଶେରଗଡକୁ ଆଜି ଏନଏସି ମାନ୍ୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଶେରଗଡରେ ଜନସଭାକୁ ସମ୍ବୋଧିତ କରିବେ । ଆଜି ବ୍ରହ୍ମପୁର ସମ୍ ହସ୍ପିଟାଲର ଲୋକାର୍ପଣ । ଶୀତଳାପଲ୍ଲୀ ମଲ୍ଟି ସୁପର ସ୍ପେସିଆଲିଟି ହସ୍ପିଟାଲ ଲୋକର୍ପିତ କରିବେ ମୁଖ୍ୟମନ୍ତ୍ରୀ। ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଲୋକଙ୍କ ଉଦ୍ଦେଶ୍ୟରୋ ଲୋକର୍ପିତ କରିବେ । 200 ଶଯ୍ୟା ରହିଛି ଏହି ହସ୍ପିଟାଲରେ । 

Last Updated : Feb 14, 2024, 12:03 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.