ETV Bharat / photos

ସିଡ-କିଆରାଙ୍କ ପ୍ରଥମ ବିବାହ ବାର୍ଷିକୀ; ଏମିତି ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭଷ୍ଟୋରୀ

author img

By ETV Bharat Odisha Team

Published : Feb 7, 2024, 2:22 PM IST

Sid-Kiara 1st Wedding Anniversary
Sid-Kiara 1st Wedding Anniversary: ବଲିଉଡର ଲୋକପ୍ରିୟ ଦମ୍ପତି କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମଲହୋତ୍ରା ଫେବୃଆରୀ ୭, ୨୦୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଜି ଏହି ଦମ୍ପତି ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ଦୁହିଁଙ୍କର ଲଭଷ୍ଟୋରୀ କେବେ ଏବଂ କିପରି ଆରମ୍ଭ ହୋଇଥିଲା ? ଜାଣନ୍ତୁ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.