ETV Bharat / photos

ସଂସଦ ଭବନ କ୍ୟାଣ୍ଟିନରେ ମୋଦି, ସାଂସଦଙ୍କ ସହ କଲେ ଭୋଜନ

author img

By ETV Bharat Odisha Team

Published : Feb 9, 2024, 7:15 PM IST

Lunch With PM Modi
Modi Had Lunch With MPs: ଅଚାନକ ସଂସଦ ଭବନ କ୍ୟାଣ୍ଟିନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ୟାଣ୍ଟିନରେ ସାଂସଦମାନଙ୍କ ସହ ସେ ଲଞ୍ଚ କରିଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଏବଂ ୮ ଜଣ ସାଂସଦ ଭେଜ୍ ଥାଳି ଅର୍ଡର କରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.