ETV Bharat / photos

ପତ୍ନୀଙ୍କ ସହ ଭାରତ ଆସିଲେ ଗ୍ରୀକ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଫଟୋ

author img

By ETV Bharat Odisha Team

Published : Feb 21, 2024, 1:44 PM IST

ଭାରତରେ ଗ୍ରୀକ ପ୍ରଧାନମନ୍ତ୍ରୀ
Greek Prime Minister In India: ଭାରତ ଆସିଛନ୍ତି ଗ୍ରୀକ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିଟସୋଟାକିସ । ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ବୈଠକରେ ଯୋଗ ଦେଇଛନ୍ତି ମିଟସୋଟାକିସ । ଭାରତରେ ପହଞ୍ଚିବା ମାତ୍ରେ ପ୍ରଧାନମନ୍ତ୍ରୀ କିରିୟାକୋସ୍ ମିଟସୋଟାକିସ ଓ ତାଙ୍କ ପତ୍ନୀଙ୍କୁ ସ୍ବାଗତ କରିବା ସହ ପାଛୋଟି ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.