ETV Bharat / photos

ଫ୍ୟାନ୍ସଙ୍କୁ ଫିଦା କଲା ଦୀପିକାଙ୍କ ଦେଶୀ ଲୁକ, ଫଟୋରୁ ହଟିବନି ନଜର

author img

By ETV Bharat Odisha Team

Published : Feb 19, 2024, 10:05 AM IST

Deepika Padukone Latest Pictures
Deepika Padukone Latest Pictures: 'ବାଫଟା' ଆୱାର୍ଡ ଶୋ'ରେ ସାମିଲ ହୋଇ ଭାରତର ସମ୍ମାନ ବଢାଇଲେ ଦୀପିକା ପାଦୁକୋନ । ଅଭିନେତ୍ରୀ ଏହି ଶୋ'ରେ ଦେଶୀ ଲୁକରେ ନଜର ଆସି ସମସ୍ତଙ୍କ ମନ ଜିତିଛନ୍ତି । ସୋସିଆଲ ମିଡିଆରେ ନିଜ ଲାଟେଷ୍ଟ ଫଟୋସୁଟର ଫଟୋ ସେୟାର କରିଛନ୍ତି । ତେବେ ନଜର ପକାନ୍ତୁ ଦୀପିକାଙ୍କ ବାଫଟା ଲୁକ୍ ଉପରେ,
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.