ETV Bharat / bharat

ଫେବୃଆରୀ 25 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Feb 25, 2024, 12:01 AM IST

25TH February Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆଜି ଆପଣଙ୍କୁ ଯିଏ ଭଲ ଲାଗନ୍ତି ତାଙ୍କ ଉପରେ ଆପଣଙ୍କ ଧ୍ୟାନ ରହିବ । ଆପଣଙ୍କ ଶକ୍ତି ସ୍ତର ଉଚ୍ଚ ରହିବ କିନ୍ତୁ କାମ ପ୍ରତି ପ୍ରତିବଦ୍ଧତା କମ ରହିବ । ସେଥିପାଇଁ ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ ଚିଡି ପାରନ୍ତି । କିନ୍ତୁ ତଥାପି ଦିନଟି ଆପଣଙ୍କ ଫୁଲ ଓ ପ୍ରେମ ପତ୍ରରେ ପରିପୂର୍ଣ୍ଣ ରହିବ ।

ବୃଷ: ଆଜି ବିଭିନ୍ନ ବୁଦ୍ଧି ମନକୁ ଆସିବ କାରଣ ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ । ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟାଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ । ଆପଣଙ୍କ ଚୁପ ରହିବା ଗୁଣ ଆପଣଙ୍କ ହସରେ ଆଜି ବାହାରିବ ଯେତେବେଳେ ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନଙ୍କ ସହ କାମ କରିବେ ।

ମିଥୁନ: ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ । ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ ।

କର୍କଟ: ଆପଣ ନିଜକୁ ଦେଖେଇବା ପାଇଁ କଠିନ ପରିଶ୍ରମ କରିବେ ଓ ଆକର୍ଷଣର କେନ୍ଦ୍ର ହେବା ପାଇଁ ଚେଷ୍ଟା କରିବେ । ପରୀକ୍ଷାରେ ସଫଳ ହେବେ । କୌଣସି କାର୍ଯ୍ୟ କରିବା ସମୟରେ ଡର ରହିବା ନାହିଁ । ପରିବାର ପରିଜନଙ୍କ ଆର୍ଶିବାଦ ନେଇ କାର୍ଯ୍ୟ କରନ୍ତୁ ।

ସିଂହ: ଆଜି ଅନ୍ୟପ୍ରତି ଦୟା ଭାବନା ଆସିପାରେ । ସେଥିପାଇଁ ଆଜି ସକାଳୁ ଉଠି ଭଗବାନଙ୍କ ନାମ ନିଅନ୍ତୁ । ମାନସିକ ଶାନ୍ତି ପାଇଁ ଏକ ମନ୍ଦିର ଯାଆନ୍ତୁ । ନଚେତ ଅନ୍ୟ ପକ୍ଷରେ ଘରେ ହୋମ ଯଜ୍ଞର ଆୟୋଜନ କରନ୍ତୁ ।

କନ୍ୟା: ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ । ଅନେକ ଆର୍ଥିକ ସମସ୍ୟା ଆସିପାରେ ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରିବାକୁ ଚାହିଁବେ । ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଜି ଆପଣଙ୍କ ନେତୃତ୍ଵ ନେବା ଗୁଣକୁ ପ୍ରଶଂସା କରିବେ ।

ତୁଳା: ଆଜି ଆପଣ ସମସ୍ତ କାମକୁ ଠିକ ସମୟରେ ଶେଷ କରିବା ପାଇଁ ଆପଣଙ୍କ ମାନସିକ ଦକ୍ଷତାର ବ୍ୟବହାର କରିବେ । ଆପଣ କାମରେ କିମ୍ଵା ଅଫିସରେ ଅଧିକ ସମୟ ଓ ଧ୍ୟାନ ଦେଉଥିବାରୁ ଆପଣଙ୍କ ପରିବାରକୁ ଉପେକ୍ଷା କରିପାରନ୍ତି । ଆପଣଙ୍କ ଅଦ୍ଵିତୀୟ ବୁଦ୍ଧିମତା ଆଜି ଆପଣ କାର୍ଯ୍ୟସ୍ଥଳରେ ଦେଖେଇବାର ସୁଯୋଗ ପାରିବେ ।

ବିଛା: ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ସଙ୍ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।

ଧନୁ: ଆଜି ପ୍ରେମରେ ପଡିପାରନ୍ତି । ଅନ୍ୟ ପକ୍ଷରେ, ଆପଣଙ୍କର ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ ସେଥିପାଇଁ ସେ ସବୁରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ସଂଧ୍ୟାରେ ଆପଣଙ୍କ ସମୟ ପ୍ରେମମୟ ହେବ । ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ ଓ ଆପଣ ତାଙ୍କୁ ଯେଉଁ କଷ୍ଟ ଦେଇଛନ୍ତି ତାହା ଲାଘବ କରନ୍ତୁ ।

ମକର: ଆଜି ଆପଣଙ୍କ ଉପରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଭଗବାନଙ୍କ ଦୟାରୁ ଆପଣ କୌଣସି ଅବସ୍ଥାରେ ଫସିବେ ନାହିଁ । ଆଜି ଯାହା ଚାହିଁବେ ତାହା କରିବେ । ସବୁ କାର୍ଯ୍ୟରେ ସଫଳତା ପାଇବେ ।

କୁମ୍ଭ: ଆଜି ପୁରୁଣା ବନ୍ଧୁକୁ ମନେ ପକାଇବେ । ଆପଣଙ୍କ ଉପରେ ବାକି ଥିବା କାମର ଏତେ ଚାପ ରହିବ ଯେ ଆପଣ ଚେଷ୍ଟା ଦୁଇ ଗୁଣ କରିଲେ ମଧ୍ୟ କାମ ଶେଷ ହେଉନଥିବ । ଆପଣ ଏଥିପାଇଁ ନିଜ ପ୍ରିୟତମାଙ୍କ ସହ ଫିଲ୍ମ ଯିବାକୁ ଥିବା ଯୋଜନା ବାତିଲ କରି ପାରନ୍ତି ଯାହା ଦ୍ଵାରା ପରେ ତାଙ୍କ କ୍ରୋଧର ଶିକାର ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.